-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

୧୦୮ ବର୍ଷରେ ପଦାର୍ପଣ କଲା ଅନ୍ତରାମ ମଣ୍ଡପ ଦୂର୍ଗାପୂଜା

03-Oct-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ସହର ର ବଡ଼ବଜାର ସ୍ଥିତ ଅନ୍ତରାମ ମଣ୍ଡପ ଦୂର୍ଗାପୂଜା ଚଳିତ ବର୍ଷ ୧୦୮ ବର୍ଷ ରେ ପଦାର୍ପଣ କରିଥିବା ଜଣାପଡ଼ିଛି l ସେହିପରି ଶ୍ରୀ ଗୁଣ୍ଡିଚା ଦୁର୍ଗା ପୂଜା କମିଟି ବଡ଼ବଜାରର ପୂଜା ମଧ୍ୟ ୧୧୦ ବର୍ଷ ପୂର୍ତ୍ତି ହୋଇଥିବା କହିଛନ୍ତି ସ୍ଥାନୀୟ ପୂର୍ବଜ ଜନସାଧାରଣ l ଦିନେ ସହରର ବ୍ୟବସାୟିକ ମୂଖ୍ୟ ପେଣ୍ଠସ୍ଥଳୀ ଥିବା ଏହି ଅଞ୍ଚଳରେ କାହିଁ ଆବାହମାନ କାଳ ରାଜୁଡି ଅମଳ ରୁ ଚାଲି ଆସିଥିବା ଅନ୍ତରାମ ମଣ୍ଡପ ଦୂର୍ଗାପୂଜା ସହରର ବେଶ ଶୃଙ୍ଖଳିତ ଦୁର୍ଗାପୂଜା ମଧ୍ୟରୁ ଅନ୍ୟତମ l ପୁର୍ବଜ ମାନଙ୍କ ପକ୍ଷରୁ ପ୍ରକାଶ ଯେ ପ୍ରାୟ ୧୯୧୮ ମସିହା ରେ ଆରମ୍ଭ ହୋଇଥିବା ଏହି ଦୂର୍ଗାପୂଜା ୧୦୮ ବର୍ଷ ହେଲା ଚାଲିଛି ଏବଂ ବର୍ତ୍ତମାନ ପୂର୍ବଜ ଙ୍କ ତୃତୀୟ ପୀଢ଼ି ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି l ପୂର୍ବରୁ ପ୍ରତିଷ୍ଠାତା ସଭ୍ୟ କଙ୍ଗାଳୁ ସାହୁ, ପୂର୍ବତନ ବିଧାୟକ ଅନ୍ତରାମ୍ ନନ୍ଦ, ରାମ ମାହାଣା, ଶିବ ନାରାୟଣ ସିଂଦେଓ (ଲାଲ ମନି) ସତ୍ୟନାରାୟଣ ସାହୁ ଙ୍କ ସହ ମୂର୍ତ୍ତି ତଥା ପରଭା କାରିଗର ଘୋଡ଼ାଘାଟପଡ଼ା ର ରାଧେଶ୍ୟାମ ମେହେର, ଭୀମସେନ ମହାରଣା, ବିଚିତ୍ରା ନନ୍ଦ ମହାନ୍ତି କରୁଥିବା ବେଳେ ପରେ ରାମ କୁମାର ପାତ୍ର, ବିରଞ୍ଚି ମହାନ୍ତି, ପ୍ରହଲ୍ଲାଦ ନନ୍ଦ, ଜୟ ପ୍ରକାଶ ମିଶ୍ର, ନନ୍ଦ କିଶୋର ଅଗ୍ରୱାଲା, ମହାବୀର ଭୂତ, ଶ୍ୟାମ ଶର୍ମା, କିରଣ ମିଶ୍ର, ହରି ନାରାୟଣ ତ୍ରିପାଠୀ, ଦିବାକର ସାହୁ, ଦୁଃଖୁରାମ୍ ମିଶ୍ର, ଅମୁ ଅଗ୍ରୱାଲା ପ୍ରମୁଖ ଜଣାଶୁଣା ବ୍ୟକ୍ତିତ୍ଵ ପୂଜା କାର୍ଯ୍ୟ ସଂପାଦନ କରୁଥିଲେ l ଏବେ କିନ୍ତୁ ତିନି ପୀଢ଼ି ପରେ ମଧ୍ୟ ଅନ୍ତରାମ ମଣ୍ଡପ ପୂଜା ଖୁବ୍ ଧୁମ୍ ଧାମରେ ପୂଜା ଚାଲିଛି l ବର୍ତ୍ତମାନ ଅନ୍ତରାମ ମଣ୍ଡପ ପୁଜା କମିଟି ରେ ସଭାପତି ଭାବରେ ମନିଲ କୁମାର ସାହୁ, ଉପ ସଭାପତି ଆଶିଷ ମେହେର, ସମ୍ପାଦକ ଭକ୍ତ ତରିଆ, କୋଷାଧ୍ୟକ୍ଷ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଥିବା ବେଳେ ଧନୀ ସାହୁ, ଅନିଲ କୁମାର ସାହୁ, ପ୍ରକାଶ ରାଓ, ଜୟ ଶଙ୍କର ମେହେର, ରବୀନ୍ଦ୍ର ମେହେର, ଜଗା କୁମ୍ଭାର, ଧିରଜ ଅଗ୍ରୱାଲା ପ୍ରମୁଖ କର୍ମକର୍ତ୍ତା କାର୍ଯ୍ୟ ତୁଲାଉଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like