-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଟିକ୍ରାପଡା ପୂଜାମଣ୍ଡପ(ଗାନ୍ଧି ପାଠାଗାର)ରେ ୫୮ତମ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହରେ ପାଳିତ

03-Oct-2025



ବଲାଙ୍ଗୀର(ପ୍ରେରଣାଖବର): ବଲାଙ୍ଗୀର ସହରର ପୁରାତନ ଅନୁଷ୍ଠାନ ଟିକ୍ରାପଡା ପୂଜାମଣ୍ଡପ(ଗାନ୍ଧି ପାଠାଗାର)ରେ ୫୮ତମ ସାର୍ବଜନୀନ ଦୁର୍ଗା ପୂଜା ରବିବାର ମହାଳୟା ସନ୍ଧ୍ୟାରେ ବିଲ୍ଵ ବରଣ ସହ ସୋମବାର ଦିନ ଠାରୁ ନବରାତ୍ର ଦୁର୍ଗା ପୂଜା ଆରମ୍ଭ ହୋଇ ଦଶହରା ଦିନ ଘଟ ବିସର୍ଜନ ଏବଂ ଅପରାଜିତା ପୂଜା କରାଯାଇଥିଲା l ସଂନ୍ଧ୍ୟା ରେ ପ୍ରତିଦିନ ଭଳି ସଂନ୍ଧ୍ୟା ଆଳତି ସହ ମହିଳା ମାନଙ୍କ ସିନ୍ଦୁର ଖେଳର ଏକ ଅନନ୍ୟ ଉତ୍ସବ ଆୟୋଜିତ ହୋଇଥିଲା l ମା ଦୁର୍ଗାଙ୍କ

ଆଶୀର୍ବାଦ ରୁ ସଦାସର୍ବଦା ସଧବା ରହିବାର ଆଶୀର୍ବାଦ ସହ ସିନ୍ଦୁର ପିନ୍ଧିଥାନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଡ଼ାବାସୀ ତଥା ମହିଳା କମିଟି  ସଦସ୍ୟା ମାନେ ସହଯୋଗ କରିଥିଲେ l ଏହି ଦୁର୍ଗା ପୂଜା ଆୟୋଜନ 58 ବର୍ଷ ଧରି ଜାତି ଧର୍ମ ନିର୍ବିଶେଷ ରେ ବିଶେଷ କରି ମୁସଲିମ ସାମ୍ପ୍ରଦାୟର ଯୁବକ ମାନଙ୍କର ପ୍ରତ୍ୟକ୍ଷ  ସହଯୋଗରେ ଆୟୋଜିତ  ହେଉଛି ବୋଲି ପାଠାଗାର ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି l ଚଳିତ ବର୍ଷ ପାଠାଗାର ସଭ୍ୟ ରିଆଜ଼ ଖାନ, କୋଷାଧକ୍ଷ ଜିତେନ୍ଦ୍ର ନାଗ ଓ ଚିତ୍ତ ରଞ୍ଜନ ସାହୁ  ଙ୍କ ସହ ପାଠାଗାର ସଭାପତି ପ୍ରକାଶ ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, ସଭ୍ୟ ସଞ୍ଜୟ ଗଡ଼ତ୍ୟା, ରାଜେନ୍ଦ୍ର ପାଣି,ଦୁର୍ଗା ସାହୁ, ଜିତୁ ମଟାରୀ, ଅବଦୁଲ ରଜ଼ାକ,  ଆକବର ଖାନ, ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ, ସଂଗ୍ରାମ ବହିଦାର,ବାଦଲ ସାହୁ ପ୍ରମୁଖ ପୂଜା ର ଦାଇତ୍ୱ ନିର୍ବାହ କରୁଛନ୍ତି l ବରଗଡ଼ ରୁ ଆସିଥିବା ପୂଜକ ଶୁକଦେବ ତ୍ରିପାଠୀ ଓ ତାଙ୍କ ସହକାରୀ ମାନେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି l ମୁଖ୍ୟ କର୍ତ୍ତା ରାଜେନ୍ଦ୍ର ମିଶ୍ର ଓ ସହଧର୍ମିଣୀ ମଞ୍ଜୁଳା ମିଶ୍ର ଙ୍କ ସହ ପାର୍ଶ୍ୱ କର୍ତ୍ତା ରୂପେ ଅଶୋକ ଦାସ, ବୈଷ୍ଣବ ସାହୁ, ଅବିନାଶ ବେହେରା,ସମ୍ବିତ ( ପିଙ୍କୁ) ପଣ୍ଡା, ରାଜେଶ ଭୋଇ, ଦୁର୍ଗା ସାହୁ, ଦିଲୀପ ସାହୁ, ଚିତ୍ତରଞ୍ଜନ ସାହୁ, ଜିତୁ ମଟାରୀ  ନବରାତ୍ର ଦୁର୍ଗା ପୂଜା ସମ୍ପାଦନ କରିଥିଲେ l ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ ରେ ବିଭିନ୍ନ କମିଟି ଗଠନ କରି କମିଟି ସଭ୍ୟ ଶିବେନ୍ଦ୍ର ସାହୁ, କୁନୁ ପାତ୍ର,ଟୁନୁ ସାହୁ,ସୁରୁ ସାହୁ, ନଳିନୀ ସାହୁ, ପ୍ରମୋଦ ପ୍ରଧାନ, ବାଦଲ ସାହୁ, ଅଜିତ ପଣ୍ଡା ପ୍ରମୁଖ ପୂଜା

କାର୍ଯ୍ୟ ରେ ସହଯୋଗ କରୁଛନ୍ତି l  ଉପଦେଷ୍ଟା କମିଟି ର ମୁଖ୍ୟ ଭଗବାନ ବଗର୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜାକାର୍ଯ୍ୟ ଆୟୋଜନ ହେଉଛି l  ପ୍ରତିଦିନ ସନ୍ଧ୍ୟାରେ ଆକର୍ଷଣୀୟ ଆଳତି ସହ ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା l ସମସ୍ତ ମହିଳା ସଭ୍ୟା ଓ  ମହିଳା ସଭାନେତ୍ରୀ ବନେଶ୍ୱରୀ ବେହେରା ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ l ନୂତନ ପୂଜାମଣ୍ଡପ ନିର୍ମାଣ ପାଇଁ ପାଠାଗାର ତରଫରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like