-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
02-Oct-2025
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ବୁଢୀପାଦର ଠାରେ ପ୍ରାଥମିକ କୃଷି ସମବାୟ କେନ୍ଦ୍ର ର ଶୁଭ ଉଦଘାଟନ ହୋଇଯାଇଛି l ଉଦଘାଟନ ସମୟରେ ବୁଢୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ଉପସ୍ଥିତି ରେ ସମାଜସେବୀ ଯୁଧିଷ୍ଠିର ପଧାନ, କିଶୋର ଦର୍ଜୀ, ସୀତାରାମ ପଧାନ, ରାକେଶ ସିଙ୍ଗରାଏ, ରାଜେଶ କୁଅଁର, ନବୀନ ସାହୁ, ବେଦମତି ପଧାନ, ପଞ୍ଚାନନ ଦାସ, ରଂଜିତ ସାହୁ, ସଂକୀର୍ତନ ଧରୁଆ, ପ୍ରସନ୍ନ ନେଗୀ, ସୁଶାନ୍ତ ଧରୁଆ, ଅକୁର ସାହୁ, ତ୍ରିଲୋଚନ ତାଣ୍ଡି, ପ୍ରମୋଦ ଚାନ୍ଦ, ଉତ୍ତମ ସୁନା ତଥା ଆଶା, ଅଙ୍ଗନବାଡି, ପଂଚାୟତ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l