-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
01-Oct-2025
(ପ୍ରିୟଦର୍ଶିନୀ ପାତ୍ର,)
ଆଜି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ଶତବାର୍ଷିକ ପୂର୍ତ୍ତି ଉପଲକ୍ଷେ ଡାବୁଗାଁ ରେ ନଗର ପରିକ୍ରମା କରା ଯାଇଥିଲା। ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶୁଭେନ୍ଦୁ ପଣ୍ଡା , ଗଙ୍ଗାଧର ମହାଙ୍କୁଡ , ଫୁଲସିଂ କୁମ୍ଭାର, ଫୁଲସିଂ ରାଉତ, ଜିଲ୍ଲା ଶାରିରୀକ ପ୍ରମୁଖ ଦେବସିଂ ଭତ୍ରା, ଜି କିରଣ କୁମାର, ସପନ୍ ଦେ,ଭଗବାନ ମହାନ୍ତି, ମନୋଜ ପାତ୍ର, ସତ୍ୟନାରାୟଣ ଚୌଧୁରୀ, ଲକ୍ଷ୍ମୀକାନ୍ତ ରଥ, ଲଳିତ ଗୌଡ଼, ବିଶ୍ଵନାଥ ରାଉତ, ପାପିନ୍ ମୁନି, ଦେବ ଭତ୍ରା, ଫାଲଗୁନୀ ଭତ୍ରା, ରାମ ସାଏ ରାଉତ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ। ସଞ୍ଚାଳନ ରେ ବାଲ, ତରୁଣ ସମେତ ଡାବୁଗାଁ ବ୍ଲକ ର ଅନେକ ସ୍ବୟଂ ସେବକ ଭାଗ ନେଇଥିଲେ।