-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Sep-2025
ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀନଗର ପଡା ଦୁର୍ଗାପୂଜା ଏଥର ୪୫ବର୍ଷ ପୂର୍ତ୍ତି କରିଛି l ସେହିପରି ୬ ବର୍ଷ ପାଇଁ ନବରାତ୍ରର ଆୟୋଜନ କରାଯାଉଛି l ବିଗତ କିଛି ବର୍ଷ ହେବ ହାଇସ୍କୁଲ ଖେଳପଡିଆରେ ହେଉଥିବା ରାବଣପୋଡି ବନ୍ଦ ଥିବା ବେଳେ କମିଟି ମା'ଙ୍କ ନବରାତ୍ର ପୂଜା ଉପରେ ହିଁ ସମସ୍ତ ଗୁରୁତ୍ୱ ପ୍ରଦାନ କରୁଛି l ଏଥର ସର୍ବାଧିକ ୯ଜଣ କର୍ତା ମା'ଙ୍କ ନୀତିକାନ୍ତି ପାଇଁ ମୋନୋନିବେଶ କରିଛନ୍ତି l ଆନନ୍ଦ ବଗର୍ତି, ଜୟନାରାୟଣ ବହିଦାର, ଅଶୋକ ସାହୁ, ସରୋଜ ଚୋପଦାର, ପ୍ରମୁଖ ଦୁର୍ଗା ପୂଜା କମିଟି ରେ ଅଛନ୍ତି ମନ ମହୁଛି ସନ୍ଧ୍ୟା ଆରତୀ