-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2025
(ପ୍ରିୟଦର୍ଶିନୀ ପାତ୍ର,)
ପାପଡାହଣ୍ଡି ବ୍ଲକ ଅନ୍ତର୍ଗତ ଗରଡୁଗୁଡା ନିକଟରେ କନ୍ୟା ଆଶ୍ରମ ଗାଁ ରେ ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କନ୍ୟାଶ୍ରମ ଗ୍ରାମ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସମ୍ମାନିତ ଅତିଥି ଭାବେ ଲିଙ୍ଗରାଜ ଭତ୍ରା ଓ ଜେ ରାଜଶେଖର ରାଓ ଏବଂ ଅନ୍ୟମାନେ ମଞ୍ଚାସିନ ଥିଲେ।ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଜି କିରଣ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା,ସତ୍ୟ ରାଓ, ମହେଶ ପାତ୍ର, ହରିହର ଡଙ୍ଗରି, ରତନ କଲାର, ଓ୍ବାଇ ରାଜକୁମାର, ମନୋରମା ନାୟକ, ଲକ୍ଷ୍ମୀ ଜାନୀ, ଯୁମତଦେଇ ପୂଜାରୀ, ବନ୍ଧୁ ମାଝୀ, ପଙ୍କଜ ମାଝୀ, ଭେଙ୍କଟ ରାଓ, ସୁନ୍ଦର ଭତ୍ରା , ନରୁ ସିଂ, ମଧୁ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।