-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
25-Sep-2025
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଡାବୁଗାଁ ବ୍ଲକ ରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ
ଉଦେଶ୍ୟ ହେଲା। "ଏକ ଦିନ୍ ଏକ ଘଣ୍ଟା ଏକ ସାଥ୍ ଶ୍ରମଦାନ ଯାହାର ଅର୍ଥ ଆମକୁ ଶିକ୍ଷା ଦିଏ ଯେ ଛୋଟ ଛୋଟ ଦୟନନ୍ଦିନ କାର୍ଯ୍ୟ ବଡ଼ ପ୍ରଭାବ ସୃଷ୍ଟି କରେ |ଆଜିର ଏହି ସଫେଇ କାର୍ଯ୍ୟକ୍ରମ ରେ ଡାବୁଗାଁ ବିଡ଼ିଓ ଶରତ ମାଝୀ ଯୋଗଦେଇ ବ୍ଳକ ର କର୍ମଚାରୀ ମାନଙ୍କ ସହ ବ୍ଳକ ପରିସରକୁ ସଫା କରିଥିଲେ।ସାମୂହିକ ସଫେଇ ଶୃଙ୍ଖଳା, ସଚେତନତା ଏବଂ ସ୍ୱଚ୍ଛତାର ଏକ ସ୍ଥାୟୀ ସଂସ୍କୃତିକୁ ପୋଷଣ କରେ।