-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2025
ଭୁବନେଶ୍ୱର(ପ୍ରେରଣା ଖବର): ଚଳିତ ବର୍ଷ ଓଡିଶା ହୋଟେଲ ମହାସଂଘ ର ସାଧାରଣ ନିର୍ବାଚନ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ଥି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାଧାରଣ ସଭା ରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଥିବା ହୋଟେଲ ମାନଙ୍କରୁ ବହୁ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ l ଶ୍ରୀଯୁକ୍ତ ପୂଜାରୀ ବଲାଙ୍ଗିର ଜିଲ୍ଲାର ହୋଟେଲ ପାର୍କ ଲାଣ୍ଡ ହୋଟେଲ ମଧ୍ୟରୁ ପ୍ରତିଧିତ୍ବ କରି ଓଡିଶା ରାଜ୍ୟ ହୋଟେଲ ମହାସଂଘ ରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବାରୁ ଓଡିଶା ହୋଟେଲ ମହାସଂଘ ତରଫରୁ ତାଙ୍କୁ ଖୁବ ଶୁଭେଚ୍ଛା ଜ୍ଞାପନ କରିବା ସଙ୍ଗେ ପଶ୍ଚିମ ଓଡିଶା ହୋଟେଲ ମହାସଂଘ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା l