-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ସ୍ମୃତି  ରେ ସେବା....ସମାଜସେବୀ  ସ୍ବର୍ଗତ ଅଶ୍ଵିନୀ ପଧାନ ଙ୍କ ସ୍ମୃତି ରେ   ରକ୍ତଦାନ ଶିବିର ଓ  ସ୍ବାସ୍ଥ୍ୟ ପରୀକ୍ଷା ଶିବିର 

15-Sep-2025



ଅତାବିରା(ଆକାଶ ମିଶ୍ର)..ଜଣେ ସମାଜସେବୀ ଙ୍କ ଅଧୁରା ସ୍ବପ୍ନ   କୁ ପୁରା କରିବାରେ ସାମ୍ପ୍ରତିକ  ଯୁବଗୋଷ୍ଠୀ ଅଣ୍ଟା ଭିଡ଼ିବା,ଆଗଭର ହେବା ଏକ ନିଆରା ଦୃଷ୍ଟାନ୍ତ । ଯାହା ଦେଖିବାକୁ ମିଳିଛି କୁଲିତାଟୁକୁରା ଗ୍ରାମରେ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଳିତା ଟୁକୁରା ଗ୍ରାମର ମାଁ ପେନ୍ଥେଇ ଚାରିଟେବୁଲ ଟ୍ରଷ୍ଟ ,ସ୍ଥାନୀୟ ଯୁବଗୋଷ୍ଠୀ ଓ ସ୍ବର୍ଗତ ଅଶ୍ୱିନୀ  ପଧାନ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଭ୍ରାତା ଉତ୍କଳ ପ ଧାନ  ଙ୍କ ସହଯୋଗ କ୍ରମେ ଆଜି ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ରକ୍ତଦାନ କେନ୍ଦ୍ରକୁ ସ୍ବର୍ଗତ ଅଶ୍ୱିନୀ ପଧାନଙ୍କ ଧର୍ମପତ୍ନୀ ପଦ୍ମିନୀ ପଧାନ ଉଦଘାଟନ କରିଥିଲେ । ତା ପରେ ସ୍ବର୍ଗତ ଅଶ୍ୱିନୀ ପଧାନ  ଙ୍କୁ   ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ   ନିରବ ପ୍ରାଥନା କରାଯାଇଥିଲା । ସ୍ବର୍ଗତ ପଧାନ ମାଁ ପେନ୍ତେଇ  ଚାରିଟେବୁଲ ଟ୍ରଷ୍ଟ ର  ପୂର୍ବତନ ସଭାପତି  ତଥା ଜଣେ ସମାଜ ସେବୀ ବ୍ୟକ୍ତି ଥିଲେ । ସେ ଅନେକ ସେବା ମୂଳକ କାର୍ଯ୍ୟରେ  ଆଗଭର ହେବା ସହ  ତାଙ୍କର ଇଛା ଥିଲା ଗ୍ରାମରେ ରକ୍ତଦାନ ଶିବିର  ଆୟୋଜନ  କରିବା। କିନ୍ତୁ ତାଙ୍କର ଏହି ଇଚ୍ଛା  ପୂର୍ଣ୍ଣ ହେବା ପାଇଁ ତାଙ୍କ ଜୀବନ ରେଖା ଟି ଲିଭି ଯାଇଥିଲା ।ତେଣୁ ତାଙ୍କର ସେ ଅଧୁରା ସ୍ବପ୍ନ କୁ ପୁରା କରିବାରେ  ତାଙ୍କର ପରିବାର ତଥା ଯୁବଗୋଷ୍ଠୀ ସର୍ବା ତତ୍ପରତା ପ୍ରକାଶ କରି ଆସୁଛନ୍ତି ।  ଏହି ଅବସରରେ ଏକ ସାଧାରଣ ସଭା ହୋଇଥିଲା । ଉପସ୍ଥିତ ସମସ୍ତେ  ସ୍ବର୍ଗତ ପଧାନ ଙ୍କ ସ୍ମୃତି ଚାରଣ କରିଥିଲେ ।  ରକ୍ତଦାନ ଶିବିର କୁ ବୁର୍ଲା ଭିମସାର  ଡଃ  ଦେବାଶିଷ ମିଶ୍ର,  ଟେକ୍ନିଶିଆନ କରୁଣାକର ସାହୁ, ଡଃ କୋରେଶ ଦଳାଇ, କାଉନସିଲର ମନ୍ତୁ ପ୍ରଧାନ, ପାଏନୁ ଭୂଏ, ପ୍ରହଲ୍ଲାଦ ଭୁଏ, ରବିନାରାୟଣ ସାହୁ ପରିଚାଳନା କରିଥିଲେ ।ମୋଟ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସ୍ବାସ୍ଥ୍ୟ ଶିବିର କୁ ଭେଷଜ ବିଶେଷଜ୍ଞ  ଡଃ  ଚମନ୍ ମେନିଆ, ଦାନ୍ତ ବିଶେଷଜ୍ଞ  ଡଃ ଅନାମିକା ଚୌହାନ, ବରଗଡ଼ ର ଲାୟନ୍ସ କ୍ଳବ୍  ଓ ବିକାଶ ହସ୍ପିଟାଲ ର  ଚକ୍ଷୁ ବିଶେଷଜ୍ଞ  ମାନେ   ଶିବିର ରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।ଏଥିରେ ୨୩୮ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ  ୨୭  ଜଣ ଙ୍କ ଚକ୍ଷୁ  ପରୀକ୍ଷା କରାଯାଇ ୫ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା । ଏହି  କାର୍ଯ୍ୟକ୍ରମରେ ଗ୍ରାମର ତିନିଜଣ ଡାକ୍ତର  ଯଥା କଟକ ଡାକ୍ତର ଖାବାରେ କାର୍ଯ୍ୟରତ ପ୍ରଭୁଦତ୍ତ ପତି ,  ନମ୍ରତା ପତି ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ  ପଦମ୍ ପୁର କୁମୁନା ରେ କାର୍ଯ୍ୟରତ ଡଃ  ଶ୍ରୀତମ ସାହୁ  ସ୍ବତନ୍ତ୍ର ଭାବେ ଯୋଗ ଦେଇ  ସକ୍ରିୟ ସହଯୋଗ କରିଥିଲେ ।
 ଏଠାରେ ବରଗଡର ନବକିଶୋର ପାଣିଗ୍ରାହୀ, ସୁରେନ୍ଦ୍ର ସ୍ୱାଇଁ, ଦିବାକର  ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବ ଗୋଷ୍ଠୀ ଙ୍କ ସକ୍ରିୟ ସହଯୋଗ ପାଇଁ ପରି ଶେଷରେ ଟ୍ରଷ୍ଟ ର  ସମ୍ପାଦକ ଶରତ କୁମାର  ମହାରଣା  ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେଇ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like