-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Oct-2020
ଭୁବନେଶ୍ବର, 10/10-( ପ୍ରେରଣା ନିଉଜ) ରାଜ୍ୟରେ ବର୍ଷକୁ ପ୍ରାୟ ୧୫ରୁ ୨୦ ହଜାର ମାନସିକ ରୋଗୀ ଚିହ୍ନଟ ହେଉଛନ୍ତି। ଛାନିଆ, ମାନସିକ ଅବସାଦ, ସୂଚୀବାଇ, ନିଶା ସେବନ, ଡିମେନସିଆ ଏବଂ ସିଜୋଫ୍ରେନିଆ ଭଳି ମାନସିକ ରୋଗ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଦେଖାଯାଏ। ଅଧିକ ଜାଣିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଫୋନ୍: ୯୪୩୯୯୯୯୧୭୩ରେ ଯୋଗାଯୋଗ କରନ୍ତୁ!! #ବିଶ୍ୱ_ମାନସିକ_ସ୍ୱାସ୍ଥ୍ୟ_ଦିବସ*