-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ସିନାପାଲି ବିଡିଓ ନିଜେ ସଫା କଲେ ଡ୍ରେନର ଅଳିଆ ଆବର୍ଜନା 

03-Sep-2025



ସିନାପାଲି(ପରମେଶ୍ଵର ମେହେର): ଆମେ ଅନେକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦେଖିଛୁ, ହେଲେ ଏମିତି ବିଡିଓ ଦେଖିନଥିଲୁ । ଏମିତି କା ବିଡିଓ ଅନ୍ଯ ମାନଙ୍କ ପାଇଁ ଉଦାହରଣ ଅଟନ୍ତି ।  ସେ ଏମିତି କର୍ଯ୍ୟ କରିଛନ୍ତି ଯେ ,ଆପଣ ମାନେ ଜାଣିଲେ ଚମକି ପଡବେ । ସେ ମହାନ ବ୍ୟକ୍ତିତ୍ବ ହେଉଛନ୍ତି, ନୂଆପଡା ଜିଲ୍ଲା ସିନାପାଲି ବିଡିଓ ମ୍ଯାମ କାର୍ମି ଓରାମ୍ ମହୋଦୟା  । ପ୍ରାପ୍ତ ସୂଚନା ଅନୁସାରେ, ସିନାପାଲି ଗ୍ରାମ ପଞ୍ଚାୟତରେ "ଗାଁ ରେ ପ୍ରଶାସନ" କାର୍ଯ୍ୟକ୍ରମ ହେଉ ଥିଲା। ପଞ୍ଚାୟତକୁ ସିନାପାଲି ବିଡିଓ ଶ୍ରୀମତୀ ଓରାମ୍ ଆସିଥିଲେ ଓ ତାଙ୍କ ସାଙ୍ଗରେ ଅନ୍ଯ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ବ୍ୟକ୍ତିମାନେ ମଧ୍ଯ ଆସିଥିଲେ । ସିନାପାଲିରେ କଉ କଉ ଅସୁବିଧା ଅଛି ତାହା  ପ୍ରଶାସନ ପାଖରେ ଜଣାବା ପାଇଁ  ଜନସାଧାରଣ କିଛି ଅଭିଯୋଗ ଆଣିଥିଲେ । ସେ ମଧ୍ଯରୁ ସିନାପାଲର ରାମଭଜ ଗଲି ଅଞ୍ଚଳର କିଛି ବ୍ଯକ୍ତି ଡ୍ରେନ ର ଅବ୍ୟବସ୍ଥା କୁ ବିଷୟ କରି  ଅଭିଯୋଗ ଆଣିବା ସାଙ୍ଗେ, ପ୍ରସାଶନକୁ ନିନ୍ଦା ମଧ୍ଯ କରିଥିଲେ । ସେହି କଟୁ କଥା ଶୁଣି  ବିଡିଓ  ତୁରନ୍ତ  ଅଭିଯୋଗକାରୀ ମାନଙ୍କ ସାଙ୍ଗରେ ଯାଇ ,ସେମାନଙ୍କ  ଅସୁବିଧା ବିଷୟରେ ଯାଣିବାକୁ ଚାହିଁଥିଲେ। ସେ  ଦେଖିବାକୁ ପାଇଲେ ଯେ, ଡ୍ରେନ୍ ରେ ଅଳିଆ, ଆବର୍ଜନା ଭରିକି ରହିଛି ।  ପଞ୍ଚାୟତ ସଫେଇ କର୍ମଚାରୀମାନେ ବାରମ୍ବାର ସଫାସୁତରା କଲେ ମଧ୍ଯ, କିଛି  ଅମାନିଆ ଲୋକ ଡ୍ରେନରେ  ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି । ଯାହା ଫଳରେ ଡ୍ରେନ୍ ରେ େ ପାଣି ଯିବାପାଇଁ  ଅସୁବିଧା ସୃଷ୍ଟି ହେଉଛି। ଏହା ଦେଖି ବିଡିଓ ମ୍ଯାମ ନିଜେ ଖୋଳା ହାତରେ ସେହି ଡ୍ରେନର ଅଳିଆ ଆବର୍ଜନା ସଫା କରିବାକୁ ଲାଗିଲେ। ଏହି ଦୃଶ୍ଯ ଦେଖି ସେଠିକାର ଲୋକେ ବିଡିଓ ମ୍ୟାମଙ୍କୁ ସେଭଳି କାମ କରିବାପାଇଁ ବାରଣ କଲେ। ଲୋକେ ତାଙ୍କୁ ଯେତେ ମନାକଲେ ମଧ୍ଯ   କହାରି କଥା ସେ ମାନିନଥିଲେ । ସେ ନିରନ୍ତର  ଡ୍ରେନ୍ ରୁ ଦୁର୍ଗନ୍ଧ ଯୁକ୍ତ ଅଲିଆ ଆବର୍ଜନା ସଫା କରି ଚାଲିଥିଲେ । ବିଡିଓ ତାଙ୍କ ମୁହଁ ନ ଖୋଳି ଏଭଳି କର୍ଯ୍ୟ ମାଧ୍ୟମରେ ଡ୍ରେନକୁ ଅପରିଷ୍କାର କରୁଥିବା ବ୍ଯକ୍ତିବିଶେଷ ମାନଙ୍କୁ ସେମାନଙ୍କ ଅଭିଯୋଗର ଉତ୍ତର ଦେଇଦେଲେ । ନିଜେ ଏଭଲି କାର୍ଯ୍ୟକରି ସମସ୍ତଙ୍କୁ ବିନମ୍ର ନିବେଦନ ରଖି ସଚେତନ କରି କହିଥିଲେ, ଆପଣ ମାନେ ସଚେତନ ହୁଅନ୍ତୁ  ଏବଂ ପୁଣି ଆଉ କେବେବି ଏଭଲି ଅଲିଆ ଆବର୍ଜନା ଗୁଡିକୁ ଡ୍ରେନ୍ ରେ ଫିଙ୍ଗିବେ ନାହିଁ । ଶାସକ, ପ୍ରଶାସକ ସାଙ୍ଗେ ଜନସାଧାରଣ ଯେବେଠୁ ପାଦରେ ପାଦ ମିଶାଇ ଏଭଳି ସମସ୍ଯାର  ସମାଧାନ ଅରମ୍ଭ କରିଦେବେ, ସେ ଦିନଠୁ ଆଉ ଏଭଲି ଦୁର୍ଦିନ ଦେଖିବାକୁ ପଡ଼ିବନାହିଁ।  ସମସ୍ତେ ନିଜ ନିଜ କର୍ତ୍ତବ୍ଯ କୁ ପାଳନ କରିବାକୁ ପଡିବ। ଆରୋପ ପ୍ରତ୍ୟାରୋପ ରେ ଅଞ୍ଚଳର ବିକାଶ ହେବନାହିଁ କି ରାମରାଜ୍ୟ କଦାପି ଫେରିବ ନାହଁ ବୋଲି ,ବରିଷ୍ଠ ନାଗରିକ ମାନେ ମତବ୍ଯକ୍ତ କରୁଛନ୍ତି। ଏହି ଘଟଣାପରେ କିଏ କେତେ ସଚେତନ ହେଉଛି ଆଗକୁ ତାହା ଜଣାପଡିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like