-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Sep-2025
ବରୀ (ରଞ୍ଜିତ ମହାନ୍ତି): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ କିମ୍ପିରିଆପାଳ ପଞ୍ଚାଯତ ମାଳଦ ଳଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କ ପୁଅ ଯୁବ ବୈଜ୍ଞାନିକ ସୁଦୀପ୍ତ ରଞ୍ଜନ ସାହୁଙ୍କୁ ଯନ୍ତ୍ରବିଜ୍ଞାନ ଓ ରୋବୋଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମେକାନିକାଲ ଇଂଜିନିରିଙ୍ଗ ବିଭାଗରେ ଗବେଷଣା କରି ଆଇଆଇଟି ମାଡ୍ରାସ ପକ୍ଷରୁ ଉପାଧ୍ ପ୍ରାପ୍ତ ହୋଇଛନ୍ତି । ଭାରତ ସରକାରଙ୍କ ଜାତୀୟସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ମୁଖ୍ୟଅତିଓ ବିଶେଷ ଅତିଥି ଭାବେ ବସନ୍ତୀ ହରିପ୍ରକାଶ ଉପସ୍ଥିତ ହୋଇ ସୁଦୀପ୍ତଙ୍କୁ ସମ୍ମାନିତ କରିଥିଲେ | ସୁଦୀପ୍ତ ଆଇଆଇଟି ଭୁବନେଶ୍ବରରୁ ଏମଟେକ ସମ୍ପନ୍ନ କରିଥିବା ବେଳେ ବର୍ତ୍ତମାନ ସେ ଟ୍ରେନସିଆ ବାଓ ମେଡିକାଲସ ବେଙ୍ଗାଲୁରୁରେ ଆଧୁନିକ ରୋବୋଟିକ୍ ପ୍ଲାଟଫର୍ମ ଓ ଭିଜୁଆଲ୍ ଆଟୋମେସନ୍ ଇଞ୍ଜିନିୟରିଂ ଉପରେ କାର୍ଯ୍ୟ କରୁଛନ୍ତି।