-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ଦଶନ୍ଧି ପରେ ବି ଅତିରିକ୍ତ ତହସିଲରେ ତାଲା

25-Aug-2025



ଡୁଙ୍ଗୁରିପାଲିରୁ ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ

ସୁବର୍ଣ୍ଣପୁର ଜିଲାର ୬ଟି ବ୍ଲକ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଡୁଙ୍ଗୁରିପାଲି ବ୍ଲକର ସ୍ବତନ୍ତ୍ରତା ରହିଛି । ଶିକ୍ଷା, ଗମନାଗମନ, ବ୍ୟବସାୟରେ ପରିପୂର୍ଣ ଏହି ବ୍ଲକର ଲୋକେ ବିକାଶକୁ ନେଇ ସବୁବେଳେ ସକରାତ୍ମକ ରହିଥିବା ବେଳେ ପ୍ରଶାସନ ଓ ସରକାରଙ୍କ ବୈମାତ୍ମକ ମନୋଭାବ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପଛୁଆ ଗଳିଛି । ଯାହାର ରବାହରଣ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ।


ଚୁଙ୍ଗୁରିପାଲି ଚାକ ବଙ୍ଗଳାକୁ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଥିଲା । ୨୦୧୬ରୁ ଗେଟ ସମ୍ମୁଖରେ ତାଲା ଝୁଲୁଛି । ଏହାର ସମ୍ମୁଖରେ ଏକ ଭଙ୍ଗା ବଦରା ମାଲବାହା ମଣିଷ ଟଣା ରିକ୍ସା ରହିଛି । ଚାରିଆଡେ ଲଟାବୁଦାରେ ପରିପୂର୍ଣ୍ଣ । ସଂଧ୍ଯା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡା ପାଇଟିଛି I ଭକ୍ତ ପରିସରରେ ଡୁଙ୍ଗୁରିପାଲି ରାଜସ୍ଵ ନିରୀକ୍ଷକ  ଙ୍କ କାର୍ଯ୍ୟଳୟ । ସାମାନ୍ୟ ବର୍ଷାରେ ପାନିଭର୍ତି। କୋଠାଟି ଳେତେବେଳେ ଭୂଗୁଡ଼ି ପଡ଼ିବ କ‌ହି ହେବ ନାହିଁ । ଅତିରିକ୍ତ ତହସିଲ ଲେଖା ଥିବା ରଦ୍‌ଘାଟନ ବୋର୍ଡ ଝୁଲୁଛି । ଏହାକୁ ଦେଖି ଲୋକେ ଆଲୋଚନା କରୁଛନ୍ତି ଯେ କାର୍ଯ୍ୟାଳୟ ଟି ବନ୍ଦ ରହିଛି ନା ଖୋଲା ରହିଛି । କର୍ପୂର ଭକି ଯାଇ କନା ଖଣ୍ଡିକ ପଡ଼ି ରହିଛି ଭଳି ଅବସ୍ଥା । ଚୁଙ୍ଗୁରିପାଲି ଅଞ୍ଚଲରୁ ରାଜ୍ୟ ଆକାରରେ, ବିଭିନ୍ନ ମ୍ୟୁଟେସନ କେସ , ଜମିଜମା ମୋକଦ୍ଦମା, ଜମି କିଣାବିକା ରେ ଅଧ‌ିକ ରାଜସ୍ଵ ମଧ୍ୟ ସରକାର ପାଉଥିବା ବେଳେ ଏହି ଅଞ୍ଚଳ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ସୂଚନା ଅନୁସାରେ, ଜିଲାର ସମସ୍ତ ବ୍ଲକ ଓ ସଦର ମହକୁମା ରେ ଚହସିଲ କାର୍ଯ୍ୟାଳୟ ରହିଥିବା ବେଳେ ଏହି
ବ୍ଲକର ଡୁଙ୍ଗୁରିପାଲି ସଦର ମହକୁମାରୁ ପ୍ରାୟ ୨୦ କିମି ଦୂରରେ ରାମପୁରଠାରେ ତହସିଲ କାର୍ଯ୍ୟାଳୟ ରହିଛି । ତହସିଲ ସଦର ମହକୁମାରୁ କନ୍ଦୁମୁଣ୍ଡାର ଦୂରତା ପାଖାପାଖ ୩୫ କିମି । ବିଭିନ୍ନ କାମରେ ରାମପୁର ଯାଇ ଲୋକେ ଖର୍ଚ୍ଚାନ୍ତ ଓ ଅଧିକ ସମୟ ହେଉଛି । ପ୍ରକାଶ ଯେ, ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଡଙ୍ଗୁରିପାଳିରେ ଶୁଖା, ଚେରୂପାଲି ଭାଟବାହାଲି ଡୁଙ୍ଗୁରିପାଲି ଓ ବେହେରାମାଲ ରାଜ୍ୟ ସର୍ଜଲକୁ ନେଇ ଗତ ୨୦୦୩ରେ ଏକ ଅତିରିକ୍ତ ତହସିଲ କାର୍ଯ୍ୟଳୟ ସ୍ଥାନୀୟ ଡାଳ ବଙ୍ଗଳାରେ ଖୋଲାଯାଇଥିଲା । ରାମପୁର ତହସିଲଦାର ଏଠାରେସପ୍ତାହକୁ ୨ଦିନ ଆସି କାର୍ଯ୍ୟ କରୁଥିଲେ । ତାଙ୍କୁ ସହଯୋଗ କରିବାକୁ ଦୁଇଜଣ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସମେତ ଜଣେ ରାତ୍ର ଜଗୁଆଳି ରହୁଥିଲେ । ୨୦୦୪ ଏପ୍ରିଲ ୨୧ ରେ ପ୍ରଥମ ଅତିରିକ୍ତ ତହସିଲଦାର ଭାବେ ରମେଶ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଦାୟିତ୍ବ ଗ୍ରହଣ କରିଥିଲେ । ପରବର୍ତି ସମୟରେ କନକଚମ୍ପା ମେହେର, ସମୀର ବିଲୁଙ୍ଗ, ବିନୋଦ ବିହାରୀ ଦାସ ରାମପୁର ତହସିଲଦା ର ଭାବେ ଯୋଗ ଦେଇଥିଲେ । ଏମାନଙ୍କ ଯୋଗଦାନ ପରେ ଆଉ କୌଣସି ଅତିରିକ୍ତ ତହସିଦା ର ଆସିଲେ ନାହିଁ । ଚୁଙ୍ଗୁରିପାଳିରେ କୌଣସି ଅତିରିକ୍ତ ତହସିଲ କାର୍ଯ୍ୟାଳଳୟ କି କାଗଜପତ୍ରରେ ଏହା ଉଲ୍ଲେଖ ନ ଥିବା କେତେକ ଅଧିକାରୀ ପ୍ରକାଶ କରିଥିଲେ । ଯଦି କାଗଜପତ୍ରରେ କୌଣସି ତଥ୍ୟ ନାହିଁ ତାହେଲେ କେତେକ ଅଧିକାରୀ କିପରି ବୋର୍ଡ ଲଗାଇ ଏଠାରେ କାର୍ଯ୍ୟ କରୁଥିଲେ ? ଅତିରିକ୍ତ ତହସିଲଦାର ମାଧ୍ୟମରେ ଅନେକ ଗୁଡିଏ ନାମ ରାମପୁର ହସିଲଦାରଙ୍କ ପାଖକୁ ପଠା ଯାଇଥିଲା । ମ୍ୟୁଟେସନ କେସ୍‌ ଗୁଡ଼ିକ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାରଙ୍କ ସ୍ବାକ୍ଷର ଥାଇ ରାମପୁର ତହସିଲଦାରଙ୍କ ପାଖକୁ ପଠାଯାଇଛି । ଉକ୍ତ ଫାଇଲ ଗୁଡ଼ିକ ରାମପୁରରେ ଥିବା ତହସିଲଦାର ମାନେ ଫାଇଲ କାମ କରି ସ୍ବାକ୍ଷର କରିଛନ୍ତି । ଯଦି ଏହାର ସତ୍ୟତା ନାହିଁ, ତାହେଲେ ସେହି ଅଧିକାରୀମାନେ କେଉଁ ତଥ୍ୟ ଏବଂ କାହାର ନିର୍ଦ୍ଦେଶରେ କାର୍ଯ୍ୟାଳୟ ଖୋଲି କାମ କରୁଥିଲେ ?
ଦଶନ୍ଧି ହେବ କାର୍ଯ୍ୟାଳୟ ବନ୍ଦ ରହିବା ଫଳରେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖା ଦେଲାଣି । ଏଭଳି ପ୍ରତିକ୍ରିୟା ପୂର୍ବରୁ ମଧ୍ୟ ପ୍ରକାଶ ପାଇଥିଲା I ଅଞ୍ଚଳବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପ୍ରଶାସନ ତତ୍‌କାଳୀନ ଅଧ୍ବକାରୀ ନିରଞ୍ଜନ ସାହୁଙ୍କୁ ସପ୍ତାହକୁ ୨ଦିନ ଏଠାରେ ଅବସ୍ଥାପିତ କରିଥିଲେ । ଏହାକୁ ପରବର୍ତି ସମୟରେ ରାମପୁର ଚହସିଲଦାରଙ୍କ କ୍ୟାମ୍ପ କୋର୍ଟ ଭାବେ କାର୍ଯ୍ୟଦଶନ୍ଧି ପରେ ବି ଅତିରିକ୍ତ ତହସିଲରେ ତାଲା
ଡୁଙ୍ଗୁରିପାଲି, : ସୁବର୍ଣ୍ଣପୁର ଜିଲାର ୬ଟି ବ୍ଲକ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଡୁଙ୍ଗୁରିପାଲି ବ୍ଲକର ସ୍ବତନ୍ତ୍ରତା ରହିଛି । ଶିକ୍ଷା, ଗମନାଗମନ, ବ୍ୟବସାୟରେ ପରିପୂର୍ଣ ଏହି ବ୍ଲକର ଲୋକେ ବିକାଶକୁ ନେଇ ସବୁବେଳେ ସକରାତ୍ମକ ରହିଥିବା ବେଳେ ପ୍ରଶାସନ ଓ ସରକାରଙ୍କ ବୈମାତ୍ମକ ମନୋଭାବ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପଛୁଆ ଗଳିଛି । ଯାହାର ରବାହରଣ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ।
ଚୁଙ୍ଗୁରିପାଲି ଚା କ ବଙ୍ଗଳାକୁ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଥିଲା । ୨୦୧୬ରୁ ଗେଟ ସମ୍ମୁଖରେ ତାଲା ଝୁଲୁଛି । ଏହାର ସମ୍ମୁଖରେ ଏକ ଭ ଙ୍ଗା ବଦରା ମାଲବାହା ମଣିଷ ଟଣା ରିକ୍ସା ରହିଛି । ଚାରିଆଡେ ଲଟାବୁଦାରେ ପରିପୂର୍ଣ୍ଣ । ସଂଧ୍ଯା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡା ପାଇଟିଛି I ଭକ୍ତ ପରିସରରେ ଡୁଙ୍ଗୁରିପାଲି ରାଜସ୍ଵ ନିରୀକ୍ଷକ  ଙ୍କ କାର୍ଯ୍ୟଳୟ । ସାମାନ୍ୟ ବର୍ଷାରେ ପାନିଭର୍ତି। କୋଠାଟି ଳେତେବେଳେ ଭୂଗୁଡ଼ି ପଡ଼ିବ କ‌ହି ହେବ ନାହିଁ । ଅତିରିକ୍ତ ତହସିଲ ଲେଖା ଥିବା ରଦ୍‌ଘାଟନ ବୋର୍ଡ ଝୁଲୁଛି । ଏହାକୁ ଦେଖି ଲୋକେ ଆଲୋଚନା କରୁଛନ୍ତି ଯେ କାର୍ଯ୍ୟାଳୟଟି ବନ୍ଦ ରହିଛି ନା ଖୋଲା ରହିଛି । କର୍ପୂର ଭକି ଯାଇ କନା ଖଣ୍ଡିକ ପଡ଼ି ରହିଛି ଭଳି ଅବସ୍ଥା । ଚୁଙ୍ଗୁରିପାଲି ଅଞ୍ଚଲରୁ ରାଜ୍ୟ ଆକାରରେ, ବିଭିନ୍ନ ମ୍ୟୁଟେସନ କେସ , ଜମିଜମା ମୋକଦ୍ଦମା, ଜମି କିଣାବିକା ରେ ଅଧ‌ିକ ରାଜସ୍ଵ ମଧ୍ୟ ସରକାର ପାଉଥିବା ବେଳେ ଏହି ଅଞ୍ଚଳ ପ୍ରତି ପ୍ରଶାସନର ବୈ ମାତ୍ମକ ମନୋଭାବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ସୂଚନା ଅନୁସାରେ, ଜିଲାର ସମସ୍ତ ବ୍ଲକ ଓ ସଦର ମହକୁମାରେ ଚହସିଲ କାର୍ଯ୍ୟାଳୟ ରହିଥିବା ବେଳେ ଏହି
ବ୍ଲକର ଡୁଙ୍ଗୁରିପାଲି ସଦର ମହକୁମାରୁ ପ୍ରାୟ ୨୦ କିମି ଦୂରରେ ରାମପୁରଠାରେ ତହସିଲ କାର୍ଯ୍ୟାଳୟ ରହିଛି । ତହସିଲ ସଦର ମହକୁମାରୁ କନ୍ଦୁମୁଣ୍ଡାର ଦୂରତା ପାଖାପାଖ ୩୫ କିମି । ବିଭିନ୍ନ କାମରେ ରାମପୁର ଯାଇ ଲୋକେ ଖର୍ଚ୍ଚାନ୍ତ ଓ ଅଧିକ ସମୟ ହେଉଛି । ପ୍ରକାଶ ଯେ, ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଡଙ୍ଗୁରିପାଳିରେ ଶୁଖା, ଚେରୂପାଲି ଭାଟବାହାଲି ଡୁଙ୍ଗୁରିପାଲି ଓ ବେହେରାମାଲ ରାଜ୍ୟ ସର୍ଜଲକୁ ନେଇ ଗତ ୨୦୦୩ରେ ଏକ ଅତିରିକ୍ତ ତହସିଲ କାର୍ଯ୍ୟଳୟ ସ୍ଥାନୀୟ ଡାଳ ବଙ୍ଗଳାରେ ଖୋଲାଯାଇଥିଲା । ରାମପୁର ତହସିଲଦାର ଏଠାରେସପ୍ତାହକୁ ୨ଦିନ ଆସି କାର୍ଯ୍ୟ କରୁଥିଲେ । ତାଙ୍କୁ ସହଯୋଗ କରିବାକୁ ଦୁଇଜଣ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀକର୍ମଚାରୀ ସମେତ ଜଣେ ରାତ୍ର ଜଗୁଆଳି ରହୁଥିଲେ । ୨୦୦୪ ଏପ୍ରିଲ ୨୧ ରେ ପ୍ରଥମ ଅତିରିକ୍ତ ତହସିଲଦାର ଭାବେ ରମେଶ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଦାୟିତ୍ବ ଗ୍ରହଣ କରିଥିଲେ । ପରବର୍ତି ସମୟରେ କନକଚମ୍ପା ମେହେର, ସମୀର ବିଲୁଙ୍ଗ, ବିନୋଦ ବିହାରୀ ଦାସ ରାମପୁର ତହସିଲଦା ର ଭାବେ ଯୋଗ ଦେଇଥିଲେ । ଏମାନଙ୍କ ଯୋଗଦାନ ପରେ ଆଉ କୌଣସି ଅତିରିକ୍ତ ତହସିଦା ର ଆସିଲେ ନାହିଁ । ଚୁଙ୍ଗୁରିପାଳିରେ କୌଣସି ଅତିରିକ୍ତ ତହସିଲ କାର୍ଯ୍ୟାଳଳୟ କି କାଗଜପତ୍ରରେ ଏହା ଉଲ୍ଲେଖ ନ ଥିବା କେତେକ ଅଧିକାରୀ ପ୍ରକାଶ କରିଥିଲେ । ଯଦି କାଗଜପତ୍ରରେ କୌଣସି ତଥ୍ୟ
ନାହିଁ ତାହେଲେ କେତେକ ଅଧିକାରୀ କିପରି ବୋର୍ଡ ଲଗାଇ ଏଠାରେ କାର୍ଯ୍ୟ କରୁଥିଲେ ? ଅତିରିକ୍ତ ତହସିଲଦାର ମାଧ୍ୟମରେ ଅନେକ ଗୁଡିଏ ନାମ ରାମପୁର ହସିଲଦାରଙ୍କ ପାଖକୁ ପଠା ଯାଇଥିଲା । ମ୍ୟୁଟେସନ କେସ୍‌ ଗୁଡ଼ିକ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାରଙ୍କ ସ୍ବାକ୍ଷର ଥାଇ ରାମପୁର ତହସିଲଦାରଙ୍କ ପାଖକୁ ପଠାଯାଇଛି । ଉକ୍ତ ଫାଇଲ ଗୁଡ଼ିକ ରାମପୁରରେ ଥିବା ତହସିଲଦାର ମାନେ ଫାଇଲ କାମ କରି ସ୍ବାକ୍ଷର କରିଛନ୍ତି । ଯଦି ଏହାର ସତ୍ୟତା ନାହିଁ, ତାହେଲେ ସେହି ଅଧିକାରୀମାନେ କେଉଁ ତଥ୍ୟ ଏବଂ କାହାର ନିର୍ଦ୍ଦେଶରେ କାର୍ଯ୍ୟାଳୟ ଖୋଲି କାମ କରୁଥିଲେ ?
ଦଶନ୍ଧି ହେବ କାର୍ଯ୍ୟାଳୟ ବନ୍ଦ ରହିବା ଫଳରେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖା ଦେଲାଣି । ଏଭଳି ପ୍ରତିକ୍ରିୟା ପୂର୍ବରୁ ମଧ୍ୟ ପ୍ରକାଶ ପାଇଥିଲା I ଅଞ୍ଚଳବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପ୍ରଶାସନ ତତ୍‌କାଳୀନ ଅଧ୍ବକାରୀ ନିରଞ୍ଜନ ସାହୁଙ୍କୁ ସପ୍ତାହକୁ ୨ଦିନ ଏଠାରେ ଅବସ୍ଥାପିତ କରିଥିଲେ । ଏହାକୁ ପରବର୍ତି ସମୟରେ ରାମପୁର ଚହସିଲଦାରଙ୍କ କ୍ୟାମ୍ପ କୋର୍ଟ ଭାବେ କାର୍ଯ୍ୟ କରାଗଲା । ତୁଙ୍ଗୁରିପାଲି ଅଞ୍ଚଳବାସୀ ଅତିରିକ୍ତ ତହସିଲରୁ ଅପଗ୍ରେଜେସନ ହୋଇ ତହସିଲ ଆଶା କରୁଥିଲେ । କିନ୍ତୁ ଏହାର ବିପରୀତ ହେଲା । କାର୍ଯ୍ୟାଳୟକୁ ବନ୍ଦ କରିଦିଆଗଲା । ଯାହାକୁ ନେଇ ଅସନ୍ତୋଷ ପୂଣି ମୁଣ୍ଡ ଟେକୁଛି । ଆଗାମୀ ଦିନରେ ଅତିରିକ୍ତ ଚହସିଲ କାର୍ଯ୍ୟାଳୟ ପୁନଃ କାର୍ଯ୍ଯକ୍ଷମ ଦା ବି ନେଇ ସଂଗଠନ, ସ୍ଥାନୀୟ ନେତା ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁ ଥିବା ଜଣା ଯାଏ।

 


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like