-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Aug-2025
(ରାମନାଥ ପଣ୍ଡା)
ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଜନ ଅଭିଯୋଗ ଶୁଣାଣୀ ବା ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଶାସନ ବ୍ୟବସ୍ଥା ପାଇଁ ଏକ ସୁନ୍ଦର ଚିନ୍ତାଧାରା ଯାହା ନିୟମିତ ଭାବରେ କରୁଛନ୍ତି ଅଧିକାରୀ କିନ୍ତୁ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି କିଛି ଅଧିକାରୀଙ୍କ ଅନୁପସ୍ଥିତି ଯାହାକି ଅଭିଯୋଗ କାରୀଙ୍କ ସମସ୍ୟା ସମାଧାନ ହେବାରେ ବିଳମ୍ବର କାରଣ ପାଲଟିଛି ।ଜିଲ୍ଲାପାଳ ପ୍ରତି ବ୍ଲକର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ର ଅଧିକାରୀଙ୍କ ଉପସ୍ଥାନ ଦେଖିବା ଜରୁରୀ ବୋଲି ଅଭିଯୋଗକାରୀଙ୍କ ମଧ୍ୟରେ ଆଲୋଚନା ହେବା ଦେଖିବାକୁ ମିଳୁଛି ।