-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ରାଜ୍ୟ

ସ୍ୱାଧୀନତା ଦିବସ ରେ ଉଫୁଲା ସରପଞ୍ଚ କରିବେ ଆମରଣ ଅନଶନ

09-Aug-2025



ବୀରମହାରାଜପୁର:  ଶ୍ରୀୟା କର୍ମୀ ସରପଞ୍ଚ ଉଫୁଲା ଗ୍ରାମ ପଞ୍ଚାୟତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବ୍ୟକ୍ତିଗତ ପ୍ରକଳ୍ପ ଗାଈ, ଛେଳି, ମେଣ୍ଢା ଗୁହାଳ ନିର୍ମାଣ, ସେଚ କୂପ ଖନନ, ଜମି ଉନ୍ନତି କରଣ ପ୍ରକଲ୍ପ ମଞ୍ଜୁରୀ ପାଇଁ ବି ଡି ଓ ବିରମହାରାଜ୍ ପୁର ଙ୍କ ଠାରେ ଆପତ୍ତି କରିବା, ସୁଫଳ ନ ମିଳବାରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା, କ୍ଷୁଦ୍ର, ନାମମାତ୍ର , ତଫସିଲ ଭୁକ୍ତ ଜାତି,ଜନଜାତି ଯୋଗ୍ୟ ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବ୍ୟକ୍ତିଗତ ହିତାଧିକାରୀ ଅନୁଦାନ ମଞ୍ଜୁରୀ ପାଈଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହନକରିବାକୁ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ପାଖାପାଖି ବର୍ଷେ ହେବ ବ୍ଲକ୍ ପ୍ରଶାସନର ନାଲିଫିତା ତଳେ ପଡ଼ିରହିବ। ବାରମ୍ବାର ସରପଞ୍ଚ ମୌଖିକ ଓ ଲିଖିତ ଭାବରେ ବ୍ଳକ୍ ପ୍ରଶାସନକୁ ସହଯୋଗ ଭିକ୍ଷା କରିବା ସତ୍ତ୍ଵେ ବ୍ଳକ୍ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରିବା, ତାଙ୍କ 
କାର୍ଯ୍ୟକାଳ ର ମୂଲ୍ୟବାନ ଏକ ବର୍ଷ ନଷ୍ଟ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ତୃଣମୂଳ ପ୍ରତିନିଧି ଙ୍କ ସ୍ୱର ଚପେଇ ଦେବା ଭଳି ସଂବିଧାନ ବିରୋଧୀ ପଦକ୍ଷେପ ବିରୁଦ୍ଧରେ ଆସନ୍ତା ୭୯ ତମ ସ୍ବାଧିନତା ଦିବସ ଅଗଷ୍ଟ ୧୫ ତାରିଖ 
ପୂର୍ବାହ୍ନ ୧୦ ଘଟିକା ରୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରମହାରାଜପୁରଙ୍କ କାର୍ଯ୍ୟଳୟ ଆଗରେ ଆମରଣ ଅନସନ କରିବାକୁ ବି ଡି ଓ ଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଲିଖିତ ଆମରଣ ନୋଟିସ ପ୍ରଦାନ ସହ ଜିଲ୍ଲାପାଲ୍ ଓ ଜିଲ୍ଲା ମାଜିଷ୍ଟ୍ରଟ ସୁବର୍ଣ୍ଣ ପୁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବର୍ଣ୍ଣପୁର, ଉପଜିଲ୍ଲାପାଳ ସୁବର୍ଣ୍ଣ ପୁର, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁବର୍ଣ୍ଣପୁରଙ୍କୁ ଜଣାଇ ଛନ୍ତି। ପୁରୁଷୋତ୍ତମ ଧାରୁଆ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ସରପଞ୍ଚ ଶ୍ରୀୟା ଶ୍ରୀୟା କର୍ମୀ ବିଗତ ବର୍ଷେ ହେବେ ଗାଈ ଗୁହାଳ, ଛେଳି ଗୁହାଳ, ମେଣ୍ଢା ଗୁହାଳ ନିର୍ମାଣ, ସେଚ କୂପ ଖନନ ଆଦି ବ୍ୟକ୍ତିଗତ ପ୍ରକଲ୍ପ ଏମ ଜି ଏନ ଅର୍ ଇ ଜି ଏ ଯୋଜନାରୁ ମଞ୍ଜୁରୀ ପାଇଁ ଯୋଗ୍ୟ ହିତାଧିକାରଙ୍କ ତରଫରୁ ସେ ବ୍ୟକ୍ତି ଗତ ଭାବରେ ବି ଡି ଓ ଙ୍କୁ ଜଣାଇବା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ସୁବର୍ଣ୍ଣ ପୁର ଙ୍କ ପତ୍ର ସଂଖ୍ୟା ୪୩୯୪ ତା ୨୪/୯/୨୦୨୪, ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ଅଭିଯୋଗ ସଂଖ୍ୟା ଡିଏମ ୨୦୨୪୮୦୭୩୧୯ ତା ୦୨/୧୦/୨୦୨୪ ର ଆଦେଶନାମା ବ୍ଳକ୍ ପ୍ରଶାସନ ରେ କର୍ଯ।ନ୍ଵୟନ ନ ହୋଇ ପଡ଼ିରହିଲା ଓ ଜନ ଅସନ୍ତୋଷ ବୃଦ୍ଧି ପାଇବା, ତୃଣମୂଳ ସ୍ତର ନିର୍ବି।ଚିତ ପଂଚାୟତରାଜ ପ୍ରତିନିଧି ଭାବରେ ଜନତାଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରୁ ସାମ୍ବିଧାନିକ ଅଧିକାର ଅନଶନ କରିବା ଶେଷ ପନ୍ଥା ଆଦରିଥିବା ସଂପର୍କରେ ଅବଗତ କରି ୧୫ ଅଗଷ୍ଟ ମଧ୍ୟରେ ଦାବୀ ପୁରଣ ପାଈଁ ଆଉଥରେ ଦାବୀ ଉଥାପନ୍  କରିଥିବା ସରପଞ୍ଚ ଙ୍କ ସୂତ୍ର ରୁ ପ୍ରକାଶ। ସରପଞ୍ଚ ଆଗ।ମୀ ଆମରଣ ଅନଶନ ପୂର୍ବରୁ ସମସ୍ତ୍ ସମ୍ପର୍କିତ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି,ବୁଦ୍ଧିଜୀବୀ, ସଂଘ,ପଞ୍ଚାୟତିରାଜ ପ୍ରତିନିଧି, ସମ୍ବାଦଦାତା, ବୁଦ୍ଧିଜୀବୀ, ହିତାଧିକାରୀ, ଗଣ ସଙ୍ଗଠନ, ଶୁଭେଚ୍ଛୁ ପଞ୍ଚାୟତବାସୀଙ୍କ ସହ ବିଚାର ବିମର୍ଷ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି। ଉଫୁଲ। ପଞ୍ଚାୟତ ପି ଇ ଓ ବଦଳି ବର୍ତ୍ତମାନ ପି ଇ ଓ ଓ ପୂର୍ବତନ ପିଇଓ ଦାୟିତ୍ୱ ହସ୍ତନ୍ତରଣ ନେଇ ତାଳମେଳ ନ ରହିବା ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀକୁ ସହାୟତାରେ ବାଧା ନହେବା, କର୍ମଚାରୀ ଓ ୱାର୍ଡମେମ୍ୱର, ନାଏବ ସରପଞ୍ଚଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ମଞ୍ଜୁରୀ ପ୍ରାପ୍ତ ସମସ୍ତ ଯୋଜନା ବ୍ୟକ୍ତିଗତ ସାମୂହିକ ପ୍ରକଳ୍ପ କାର୍ଯ୍ୟାଦେଶ ପାଇଁ କେଶ୍ ରେକର୍ଡ଼ ପ୍ରସ୍ତୁତିରେ ହେଉଥିବା ବାଧକ ରୁ ସୁରକ୍ଷା ପାଇଁ ପ୍ରଶାସନ ର ସହଯୋଗ ସରପଞ୍ଚ ଶ୍ରୀୟ। କର୍ମୀ ଅନୁରୋଧ କରିଛନ୍ତି।ଜନସାଧରଣଙ୍କ ନ୍ୟାୟ ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

(ଡୁଙ୍ଗୁରିପାଲିରୁ ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like