ମାଲକାନଗିରି/କାଲିମେଳାରୁସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ 

ଦିନ ଥିଲା ମାଲକାନଗିରି ଜିଲ୍ଲା ମାଓଗୋଡ଼ ଭାବେ ବେଶ ପରିଚିତ ରହିଥିଲା l ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳ ବର୍ଷ ବର୍ଷ ଧରି ଅବହେଳିତ ରହିଥିଲା । ଏବେ ନୂଆ ରୂପ ନେଉଛି, ବିକାଶର ଧାରା ବହୁଛି ମାଲକାନଗିରି ଜିଲ୍ଲାରେ ।

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିରଳ ଜନଜାତିଙ୍କ ବସବାସ ଏଠି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଅନନ୍ତପାଲି ଗ୍ରାମ l ଯେଉଁ ଗ୍ରାମରେ ମଣିଷ ଦିଆସିଲ ବ୍ୟବହାର ଜାଣିନଥିବା ବେଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ହିଂସ୍ର ପଶୁମାନଙ୍କ ସହିତ ବସବାସ କରି ଆସୁଥିଲେ l ଏହି ଗାଁର ପୂର୍ବ ଦିଗରେ ଜିଲ୍ଲାର ବୃହତ୍ତମ MIP ବନ୍ଧ, ପଶ୍ଚିମରେ ୨୫ କିଲୋମିଟର ଦୂରରେ ସାବେରୀ ନଦୀ, ଦକ୍ଷିଣରେ ଘଞ୍ଚ ପାହାଡ ଓ ସିଲେରୁ ନଦୀ ଏବଂ ଉତ୍ତର ଦିଗରେ ରହିଛି ତିନିରାଜପାଲ୍ଲୀ ଗ୍ରାମ। ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲା ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପୂର୍ବରୁ ମାଡ୍ରାସ ପ୍ରେସିଡେନ୍ସିରେ ରହିଥିଲା l ଏ ସମସ୍ତ ଅଞ୍ଚଳର ଜିଲ୍ଲା ବିଜୟନଗରମ ଓ ସଦର ମହକୁମା ବିଶାଖାପାଟଣା ରହିଥିଲା ସେଥି ସକାଶେ ଏ ସମସ୍ତ ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ଲୋକେ ବସବାସ କରି ଆସୁଛନ୍ତି l କେଉଁ ବ୍ରିଟିଶ ଅମଳର ଗାଁ ଅନନ୍ତପାଲି ହେଲେ ଏହି ଗାଁକୁ ପ୍ରଶାସନ ର ଅଣଦେଖା ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଅନନ୍ତପାଲି ଗ୍ରାମରେ କେଉଁ ଯୁଗରୁ ଏକ ବ୍ରିଜ଼ ନିର୍ମାଣ ହୋଇଥିଲା ତାହା ପାଖାପାଖି ଦୁଇ ବର୍ଷ ହେବ ଅଚଳ ହୋଇ ପଡିଛି ଯାହା ଫଳରେ ଚାରି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି l ଏହି ବ୍ରିଜ କୁ ସଂଯୋଗ କରୁଥିବା ଗ୍ରାମ ଗୁଡିକ ଅନନ୍ତପାଲି, କମାରରଗୁଡା, କୁରସନପଲ୍ଲୀ,ନେଲାକଟା, ଏମ୍. ଭି.୮୧, ଓ ତିନିରାଜପାଲ୍ଲୀ ଏହି ଗ୍ରାମ ଗୁଡିକ ସଂଯୋକ ରହିଛି l ଅନ୍ୟପକ୍ଷରେ ଏମ୍. ଭି.୮୧ ଓ ତିନିରାଜପାଲ୍ଲୀ ଗ୍ରାମ ସଂଯୋଗ କରିବା ପାଇଁ ମୁଖ୍ୟରାସ୍ତା ରହିଛି କିନ୍ତୁ ଅଧିକାଂଶ ସମୟ ଅନନ୍ତପାଲି ଗ୍ରାମ ବ୍ରିଜ଼ ଦେଇ ଯାତାୟାତ କରିଥାନ୍ତି l ଲାଇଫ ଲାଇନ କୁହାଯାଉଥିବା ଅନନ୍ତପାଲି ବ୍ରିଜ଼ ଭାଙ୍ଗିଯାଇ  ପ୍ରାୟ ଦୁଇ ବର୍ଷ ହେବାକୁ ଯାଉଛି RD-୨ ପ୍ରଥମେ ଗାତକୁ ମୁରୁମ ଦେଇ ପୂରଣ କରି ତାଳ ଗଛର ପୋଟା ବିଛେଇଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା l ପରବର୍ତ୍ତୀ ସମୟରେ ଚଳିତ  ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ମୁରୁମ ଭର୍ତ୍ତି କରି ଦିଆଯାଇଯାଇଥିଲା ଯାତାୟାତ ହେଉଥିଲା ଯାନବାହନ l ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା, ଲଗାଣ ବର୍ଷାରେ ଧୋଇଗଲା ସମସ୍ତ ମୁରୁମ ଲାଇଫଲାଇନ କୁହାଯାଉଥିବା ବ୍ରିଜ଼ ସଂପୂଣ୍ଣ ଭାବେ ଅଚଳ ହୋଇଗଲା l ଏବେ ବର୍ତମାନ ଗାଁ ଲୋକେ ମିଳିତ ଭାବେ ଗମନାଗମନ କରିବା ପାଇଁ କରେଣ୍ଟ ସ୍ତମ୍ବ ବିଛେଇଛନ୍ତି l ସେହି ସମ୍ବ ଦେଇ ଲୋକେ ଚାଲିବା ସମୟରେ କେଉଁ ସ୍ତମ୍ଭ ହୋଲୁଚି ତ କେଉଁ ସ୍ତମ୍ଭ ଖସୁଛି ଏହିଭଳି ଜୀବନକୁ ବାଜି ଲଗେଇ ରାସ୍ତା ପାର କରୁଛନ୍ତି l କିଛି ଦେଖିବା ଦୃଶ୍ୟ ମଧ୍ୟ ମିଳୁଛି ସେହି ସ୍ତମ୍ବ ଦେଇ ମୋଟର ସାଇକୋଲ ମଧ୍ଯ ଗମନାଗମନ କରୁଛି କେତେବେଳେ କଣ ଘଟିବ କେହି ମଧ୍ୟ ଜାଣିନାହାନ୍ତି l ବ୍ରିଜ଼ ଆରପାରିରେ ରହିଛି ଲୋକଙ୍କ ଚାଷ ଜମି ସେହି ବ୍ରିଜ଼ ଦେଇ ପ୍ରତିଦିନ ଯିବାକୁ ପଡିଥାଏ ୬ଟି ଗ୍ରାମର ଚାରି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ l ପ୍ରଶାସନ କର୍ଣ୍ଣପାତ ନକରିବାରୁ ଏହି ଗ୍ରାମଦେଇ ୬ଟି ଗ୍ରାମର ପ୍ରାୟ ଚାରିହଜାର ରୁ ଉର୍ଦ୍ଧ୍ବ ଲୋକେ ଦୈନନ୍ଦିନ ଜୀବିକା କଷ୍ଟକର ହୋଇଛି l କେବଳ ସେତିକି ନୁହେଁ ଏହି ଗ୍ରାମ କେଉଁ ବ୍ରିଟିଶ ଅମଳର ଗ୍ରାମ ଏହି ଗ୍ରାମରେ ବହୁତ ପୁରାତନ ଐତିହାସିକ ଲୁକ୍କାୟିତ ରହିଛି ସେହିଭଳି  ଦେଶ ସ୍ଵାଧୀନ ହେବାର ସମଗ୍ର ମାଲକାନଗିରି ଜିଲାରେ ପ୍ରଥମ ଆଶ୍ରମ ସ୍କୁଲ ହେଉଛି ଅନନ୍ତପାଲି ଗ୍ରାମରେ l ସେହିଭଳି ଗ୍ରାମକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମଲୋକେ l ଗ୍ରାମରେ ସିସି ରାସ୍ତା ଓ ଡ୍ରେନେଜ ର ସୁବିଧା ନାହିଁ, ଇଣ୍ଟରନେଟ ର ମଧ୍ୟ ସୁବିଧା ନାହିଁ l ଗ୍ରାମର ଅଧିକାଂଶ ଯୁବକ ମଲ୍ଟି ନ୍ୟାସନାଲ କମ୍ପାନୀ (MNC) ରେ କାମ କରନ୍ତି ହେଲେ ଯେତେବେଳେ ଘରକୁ ଆସନ୍ତି କିଛି ଦିନ ପାଇଁ ଘରେ ରହି କାମ କରିବାକୁ ସେମାନଙ୍କୁ ନେଟୱର୍କ ପାଇଁ ୧୦ କିଲୋମିଟର ଯିବାକୁ ପଡିଥାଏ l ଅନନ୍ତପାଲି ଗ୍ରାମ କେଉଁ ବ୍ରିଟିଶ ଅମଳର ଗ୍ରାମ ହେଲେ ଅବହେଳିତ ଭାବେ ରହିଛି ବାରମ୍ବାର ପ୍ରଶାସନ କୁ ଗୁହାରି କରିଛନ୍ତି ଲୋକେ ହେଲେ କୁମ୍ଭକର୍ଣ ନିଦ୍ରାରେ ରହିଛି ପ୍ରଶାସନ l ପୂର୍ବରେ ବହୁବାର ଗ୍ରାମର ସମସ୍ୟା, ଲୁକ୍କାୟିତ ରହିଥବା ଐତିହାସିକ ଖବରକାଗଜ ଓ ଟେଲିଭିଜନ ରେ ପ୍ରସାରଣ ହୋଇଛି କିନ୍ତୁ ସରକାର ଓ ପ୍ରଶାସନଙ୍କ ନିଦ ଭାଙ୍ଗୁନି l ଲୋକଙ୍କ ମନରେ ପ୍ରଶ୍ନ ସରକାର ଲୋକଙ୍କ ସମସ୍ୟ ବୁଝିବା ପାଇଁ ନା ଆହୁ କଣ ପାଇଁ ? ଖବରକାଗଜ ଓ ଟେଲିଭିଜନ ରେ ଖବର ପ୍ରସାରଣ ପରେ ବି କାହିଁକି ଅଣଦେଖା କରୁଛି ପ୍ରଶାସନ ? ବ୍ରିଜର ସମସ୍ୟା ନେଇ ଆମେ ଯୋଗାଯୋଗ କରିଥିଲୁ RD-2 କନିଷ୍ଠ ଯନ୍ତ୍ରୀଙ୍କୁ ବ୍ରିଜର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ ଟେଣ୍ଡର ଡକାଯାଇଛି  ଆହୁ ୧୫ ଦିନ ମଧ୍ୟରେ କେଉଁ ଏଜେନ୍ସି ପାଇବ ତାହା ଜଣାପଡିବ l ଜଣେ ଏଜେନ୍ସି ପାଇଲା ପରେ ପ୍ରଥମେ ଡାଇବରସୋନ ରାସ୍ତ କରିବାକୁ ନିର୍ଦେଶ ଦିଆଯିବ ଯାହାଫଳରେ ଲୋକଙ୍କ ସମସ୍ୟା ଦୂର ହେବ ତୁରନ୍ତ ବ୍ରିଜ କାମ ଆରମ୍ଭ ହେବ ବୋଲି ଆମକୁ ପ୍ରତିକ୍ରିୟା ଦେଇଛନ୍ତି RD-2 ର କନିଷ୍ଠ ଯନ୍ତ୍ରୀ l ତେବେ ଦେଖିବାର ବାକି ରହିଲା ଲୋକଙ୍କ ଯାତାୟାତ ପାଇଁ କେବେ ଆରମ୍ଭ ହେଉଛି ବ୍ରିଜ କାମ l

"/>

-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ରାଜ୍ୟ

 ଲାଇଫଲାଇନ୍ ର ଗୋଟିଏ ବ୍ରିଜ଼ କୁ ୬ଟି ଗ୍ରାମର ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଭରଷା  

28-Jul-2025

ମାଲକାନଗିରି/କାଲିମେଳାରୁସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ 

ଦିନ ଥିଲା ମାଲକାନଗିରି ଜିଲ୍ଲା ମାଓଗୋଡ଼ ଭାବେ ବେଶ ପରିଚିତ ରହିଥିଲା l ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳ ବର୍ଷ ବର୍ଷ ଧରି ଅବହେଳିତ ରହିଥିଲା । ଏବେ ନୂଆ ରୂପ ନେଉଛି, ବିକାଶର ଧାରା ବହୁଛି ମାଲକାନଗିରି ଜିଲ୍ଲାରେ ।

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିରଳ ଜନଜାତିଙ୍କ ବସବାସ ଏଠି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଅନନ୍ତପାଲି ଗ୍ରାମ l ଯେଉଁ ଗ୍ରାମରେ ମଣିଷ ଦିଆସିଲ ବ୍ୟବହାର ଜାଣିନଥିବା ବେଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ହିଂସ୍ର ପଶୁମାନଙ୍କ ସହିତ ବସବାସ କରି ଆସୁଥିଲେ l ଏହି ଗାଁର ପୂର୍ବ ଦିଗରେ ଜିଲ୍ଲାର ବୃହତ୍ତମ MIP ବନ୍ଧ, ପଶ୍ଚିମରେ ୨୫ କିଲୋମିଟର ଦୂରରେ ସାବେରୀ ନଦୀ, ଦକ୍ଷିଣରେ ଘଞ୍ଚ ପାହାଡ ଓ ସିଲେରୁ ନଦୀ ଏବଂ ଉତ୍ତର ଦିଗରେ ରହିଛି ତିନିରାଜପାଲ୍ଲୀ ଗ୍ରାମ। ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲା ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପୂର୍ବରୁ ମାଡ୍ରାସ ପ୍ରେସିଡେନ୍ସିରେ ରହିଥିଲା l ଏ ସମସ୍ତ ଅଞ୍ଚଳର ଜିଲ୍ଲା ବିଜୟନଗରମ ଓ ସଦର ମହକୁମା ବିଶାଖାପାଟଣା ରହିଥିଲା ସେଥି ସକାଶେ ଏ ସମସ୍ତ ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ଲୋକେ ବସବାସ କରି ଆସୁଛନ୍ତି l କେଉଁ ବ୍ରିଟିଶ ଅମଳର ଗାଁ ଅନନ୍ତପାଲି ହେଲେ ଏହି ଗାଁକୁ ପ୍ରଶାସନ ର ଅଣଦେଖା ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଅନନ୍ତପାଲି ଗ୍ରାମରେ କେଉଁ ଯୁଗରୁ ଏକ ବ୍ରିଜ଼ ନିର୍ମାଣ ହୋଇଥିଲା ତାହା ପାଖାପାଖି ଦୁଇ ବର୍ଷ ହେବ ଅଚଳ ହୋଇ ପଡିଛି ଯାହା ଫଳରେ ଚାରି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି l ଏହି ବ୍ରିଜ କୁ ସଂଯୋଗ କରୁଥିବା ଗ୍ରାମ ଗୁଡିକ ଅନନ୍ତପାଲି, କମାରରଗୁଡା, କୁରସନପଲ୍ଲୀ,ନେଲାକଟା, ଏମ୍. ଭି.୮୧, ଓ ତିନିରାଜପାଲ୍ଲୀ ଏହି ଗ୍ରାମ ଗୁଡିକ ସଂଯୋକ ରହିଛି l ଅନ୍ୟପକ୍ଷରେ ଏମ୍. ଭି.୮୧ ଓ ତିନିରାଜପାଲ୍ଲୀ ଗ୍ରାମ ସଂଯୋଗ କରିବା ପାଇଁ ମୁଖ୍ୟରାସ୍ତା ରହିଛି କିନ୍ତୁ ଅଧିକାଂଶ ସମୟ ଅନନ୍ତପାଲି ଗ୍ରାମ ବ୍ରିଜ଼ ଦେଇ ଯାତାୟାତ କରିଥାନ୍ତି l ଲାଇଫ ଲାଇନ କୁହାଯାଉଥିବା ଅନନ୍ତପାଲି ବ୍ରିଜ଼ ଭାଙ୍ଗିଯାଇ  ପ୍ରାୟ ଦୁଇ ବର୍ଷ ହେବାକୁ ଯାଉଛି RD-୨ ପ୍ରଥମେ ଗାତକୁ ମୁରୁମ ଦେଇ ପୂରଣ କରି ତାଳ ଗଛର ପୋଟା ବିଛେଇଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା l ପରବର୍ତ୍ତୀ ସମୟରେ ଚଳିତ  ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ମୁରୁମ ଭର୍ତ୍ତି କରି ଦିଆଯାଇଯାଇଥିଲା ଯାତାୟାତ ହେଉଥିଲା ଯାନବାହନ l ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା, ଲଗାଣ ବର୍ଷାରେ ଧୋଇଗଲା ସମସ୍ତ ମୁରୁମ ଲାଇଫଲାଇନ କୁହାଯାଉଥିବା ବ୍ରିଜ଼ ସଂପୂଣ୍ଣ ଭାବେ ଅଚଳ ହୋଇଗଲା l ଏବେ ବର୍ତମାନ ଗାଁ ଲୋକେ ମିଳିତ ଭାବେ ଗମନାଗମନ କରିବା ପାଇଁ କରେଣ୍ଟ ସ୍ତମ୍ବ ବିଛେଇଛନ୍ତି l ସେହି ସମ୍ବ ଦେଇ ଲୋକେ ଚାଲିବା ସମୟରେ କେଉଁ ସ୍ତମ୍ଭ ହୋଲୁଚି ତ କେଉଁ ସ୍ତମ୍ଭ ଖସୁଛି ଏହିଭଳି ଜୀବନକୁ ବାଜି ଲଗେଇ ରାସ୍ତା ପାର କରୁଛନ୍ତି l କିଛି ଦେଖିବା ଦୃଶ୍ୟ ମଧ୍ୟ ମିଳୁଛି ସେହି ସ୍ତମ୍ବ ଦେଇ ମୋଟର ସାଇକୋଲ ମଧ୍ଯ ଗମନାଗମନ କରୁଛି କେତେବେଳେ କଣ ଘଟିବ କେହି ମଧ୍ୟ ଜାଣିନାହାନ୍ତି l ବ୍ରିଜ଼ ଆରପାରିରେ ରହିଛି ଲୋକଙ୍କ ଚାଷ ଜମି ସେହି ବ୍ରିଜ଼ ଦେଇ ପ୍ରତିଦିନ ଯିବାକୁ ପଡିଥାଏ ୬ଟି ଗ୍ରାମର ଚାରି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ l ପ୍ରଶାସନ କର୍ଣ୍ଣପାତ ନକରିବାରୁ ଏହି ଗ୍ରାମଦେଇ ୬ଟି ଗ୍ରାମର ପ୍ରାୟ ଚାରିହଜାର ରୁ ଉର୍ଦ୍ଧ୍ବ ଲୋକେ ଦୈନନ୍ଦିନ ଜୀବିକା କଷ୍ଟକର ହୋଇଛି l କେବଳ ସେତିକି ନୁହେଁ ଏହି ଗ୍ରାମ କେଉଁ ବ୍ରିଟିଶ ଅମଳର ଗ୍ରାମ ଏହି ଗ୍ରାମରେ ବହୁତ ପୁରାତନ ଐତିହାସିକ ଲୁକ୍କାୟିତ ରହିଛି ସେହିଭଳି  ଦେଶ ସ୍ଵାଧୀନ ହେବାର ସମଗ୍ର ମାଲକାନଗିରି ଜିଲାରେ ପ୍ରଥମ ଆଶ୍ରମ ସ୍କୁଲ ହେଉଛି ଅନନ୍ତପାଲି ଗ୍ରାମରେ l ସେହିଭଳି ଗ୍ରାମକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମଲୋକେ l ଗ୍ରାମରେ ସିସି ରାସ୍ତା ଓ ଡ୍ରେନେଜ ର ସୁବିଧା ନାହିଁ, ଇଣ୍ଟରନେଟ ର ମଧ୍ୟ ସୁବିଧା ନାହିଁ l ଗ୍ରାମର ଅଧିକାଂଶ ଯୁବକ ମଲ୍ଟି ନ୍ୟାସନାଲ କମ୍ପାନୀ (MNC) ରେ କାମ କରନ୍ତି ହେଲେ ଯେତେବେଳେ ଘରକୁ ଆସନ୍ତି କିଛି ଦିନ ପାଇଁ ଘରେ ରହି କାମ କରିବାକୁ ସେମାନଙ୍କୁ ନେଟୱର୍କ ପାଇଁ ୧୦ କିଲୋମିଟର ଯିବାକୁ ପଡିଥାଏ l ଅନନ୍ତପାଲି ଗ୍ରାମ କେଉଁ ବ୍ରିଟିଶ ଅମଳର ଗ୍ରାମ ହେଲେ ଅବହେଳିତ ଭାବେ ରହିଛି ବାରମ୍ବାର ପ୍ରଶାସନ କୁ ଗୁହାରି କରିଛନ୍ତି ଲୋକେ ହେଲେ କୁମ୍ଭକର୍ଣ ନିଦ୍ରାରେ ରହିଛି ପ୍ରଶାସନ l ପୂର୍ବରେ ବହୁବାର ଗ୍ରାମର ସମସ୍ୟା, ଲୁକ୍କାୟିତ ରହିଥବା ଐତିହାସିକ ଖବରକାଗଜ ଓ ଟେଲିଭିଜନ ରେ ପ୍ରସାରଣ ହୋଇଛି କିନ୍ତୁ ସରକାର ଓ ପ୍ରଶାସନଙ୍କ ନିଦ ଭାଙ୍ଗୁନି l ଲୋକଙ୍କ ମନରେ ପ୍ରଶ୍ନ ସରକାର ଲୋକଙ୍କ ସମସ୍ୟ ବୁଝିବା ପାଇଁ ନା ଆହୁ କଣ ପାଇଁ ? ଖବରକାଗଜ ଓ ଟେଲିଭିଜନ ରେ ଖବର ପ୍ରସାରଣ ପରେ ବି କାହିଁକି ଅଣଦେଖା କରୁଛି ପ୍ରଶାସନ ? ବ୍ରିଜର ସମସ୍ୟା ନେଇ ଆମେ ଯୋଗାଯୋଗ କରିଥିଲୁ RD-2 କନିଷ୍ଠ ଯନ୍ତ୍ରୀଙ୍କୁ ବ୍ରିଜର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ ଟେଣ୍ଡର ଡକାଯାଇଛି  ଆହୁ ୧୫ ଦିନ ମଧ୍ୟରେ କେଉଁ ଏଜେନ୍ସି ପାଇବ ତାହା ଜଣାପଡିବ l ଜଣେ ଏଜେନ୍ସି ପାଇଲା ପରେ ପ୍ରଥମେ ଡାଇବରସୋନ ରାସ୍ତ କରିବାକୁ ନିର୍ଦେଶ ଦିଆଯିବ ଯାହାଫଳରେ ଲୋକଙ୍କ ସମସ୍ୟା ଦୂର ହେବ ତୁରନ୍ତ ବ୍ରିଜ କାମ ଆରମ୍ଭ ହେବ ବୋଲି ଆମକୁ ପ୍ରତିକ୍ରିୟା ଦେଇଛନ୍ତି RD-2 ର କନିଷ୍ଠ ଯନ୍ତ୍ରୀ l ତେବେ ଦେଖିବାର ବାକି ରହିଲା ଲୋକଙ୍କ ଯାତାୟାତ ପାଇଁ କେବେ ଆରମ୍ଭ ହେଉଛି ବ୍ରିଜ କାମ l

News Comment

Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like