-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
20-Jul-2025
କଣ୍ଟାବାଞ୍ଜି(ମୋହନ ସୁନା) : ଲଗାଣ ବର୍ଷା ରେ କାନ୍ଥ ପଡି ଗର୍ଭବତୀ ମହିଳା ଗୁରୁତର। କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ବାନ୍ଧନପାଲି ଗାଁରେ ଘଟିଛି ଘଟଣା। ଗୁରୁତର ଗର୍ଭବତୀ ମହିଳା ଜଣକ ହେଲେ ଗାଁର ସୁଶୀଲା ବନଛୋର ଘରେ ରୋଷେଇ କରୁଥିବା ବେଳେ ଏହି ଘଟଣା ଘଟିଛି। ପରିବାର ଲୋକେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତାନ୍ତର କରାଯାଇଥିବା ନେଇ ସୂଚନା।