-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
07-Jul-2025
ଗଞ୍ଜାମ(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ): ଭଞ୍ଜନଗର ଉପକଣ୍ଠ ଲଣ୍ଡେଇ ସାହି ଛକ ସତ୍ୟସାଇ ଭଜନ ମଣ୍ଡଳୀ ନିକଟରେ ଗୋଟିଏ ଯାତ୍ରୀବାହି କାର୍ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଏହି ଦୁର୍ଘଟଣା ଫଳରେ କାର୍ ଟି ମୁରଲୀ ରାଉତ ନାମକ ଜଣେ ବ୍ୟକ୍ତି ଙ୍କ ଦୋକାନ ଭିତରେ ପଶି ଯାଇ ଗୋରା ଚାନ୍ଦ ପଟ୍ଟନାୟକ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଉପରେ ଚଢ଼ି ଯିବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଓ ଦୋକାନ ର ବହୁତ କ୍ଷତି ହୋଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।