-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଚାଷ ବିବିଧିକରଣ ପ୍ରକଳ୍ପର ବଜାରିକରଣ ଓ ଖାଦ୍ୟ ପ୍ରକ୍ରିୟା କରଣ କେନ୍ଦ୍ର ଉଦ୍ଧଘାଟନ.....

05-Jul-2025



ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ)ମହାଶକ୍ତି ଫାଉଣ୍ଡେସନ  ଦ୍ଵାରା ପରିଚାଳିତ ଏଫିଓ ଉତ୍କଳିକା ଓମେନ ଆଗ୍ରୋ ପ୍ରଡୁସର କମ୍ପାନୀ ( ଏଚ.ଡି.ଏଫ.ସୀ. ପରିବରର୍ତ୍ତନ )ର ବଜାରୀ କରଣ ସଂଗ୍ରହ କେନ୍ଦ୍ର  ଭୁକ୍ତା ଓ ସବୁଜିମା ପ୍ରଡୁସର କମ୍ପାନୀ କପାଶିରା  ଗ୍ରାମ ଅମ୍ବାଭନା ବ୍ଲକର ଦୁଇଟି ପ୍ରକ୍ରିୟା କରଣ କେନ୍ଦ୍ର,ବରଗଡ ଜିଲ୍ଲାପାଳ  ଆଦିତ୍ୟ ଗୋୟାଲ ଙ୍କ ଦ୍ଵାରା  ଉଦଘାଟନ ହୋଇଯାଇଛି। ଏହାପରେ ଉତ୍କଳିକା ଏଫିଓ ଅଫିସ ଅନୁକରଣ ଓ କୃଷି ପ୍ରକ୍ରିୟା କରଣ କେନ୍ଦ୍ର ଭ୍ରମଣ ସହ ଏଫିଓ ର ଏମଡି, ସିଓ  ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ।ମାଣ୍ଡିଆ, ଲଙ୍କା, ହଳଦୀ, ବାଦାମ ପ୍ରକ୍ରିୟା କରଣ କେନ୍ଦ୍ର ଦ୍ଵାରା ପେକେଜିଙ୍ଗ, ବ୍ରାଣ୍ଡିଙ୍ଗ ଓ ବଜାରୀ କରଣ କରାଯାଉଛି। ମହିଳା ଚାଷୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ବିକ୍ରି କରିବା, ମୂଲ୍ୟ ଶୃଙ୍ଖଳ ବିଷୟରେ ଜିଲ୍ଲାପାଳ ମତ ଦେଇଥିଲେ ଓ ପ୍ରକ୍ରିୟା କରଣ ପ୍ରସାରଣ ନିମନ୍ତେ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ। ଉତ୍କଳିକା ଓ ସବୁଜିମା ଦୁଇଟି ଏପିଓ  ମାଧ୍ୟମରେ ମାର୍କେଟିଙ୍ଗ କରାଯିବା ଓ ଚାଷ ବିବିଧକରଣ ପ୍ରକଳ୍ପ ଦ୍ଵାରା ସରକାର ଙ୍କ ତରଫରୁ ମାର୍କେଟିଙ୍ଗ ନିମନ୍ତେ ଓ ପ୍ରକ୍ରିୟା ନିମନ୍ତେ ପ୍ରୋତ୍ସାହନ ମିଳିଛି l ଏହି ଉଦ୍ଧାଘାଟନ ଆନୁକଲ୍ୟରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ଲୋଚନ ମାଝୀ , ସହକାରୀ କୃଷିଜିଲ୍ଲା ନିର୍ଦେଶକ ଅଞ୍ଜନ କୁମାର ନାୟକ, ଜିଲ୍ଲା କୃଷି ଯନ୍ତ୍ରୀ ଶ୍ରୀ ଯୁକ୍ତ ତ୍ରିଲେକେଶ୍ୱର ନାୟକ,ଅମ୍ବାଭୋନା ବ୍ଲକ କୃଷି ଅଧିକାରୀ  କୁମାରୀ ଉପମା ପିଙ୍ଗ, ଭଟଲି ବ୍ଲକ ସହକାରୀ କୃଷି ଅଧିକାରୀ  ଶ୍ରୀଯୁକ୍ତ ରାଜୀବ କୁମାର ମିଶ୍ର ଓ ସହକାରୀ କୃଷି ଯନ୍ତ୍ରୀ ଗୁଣସାଗର ସାହୁ  ଉପସ୍ଥିତ ଥିଲେ।ମହାଶକ୍ତି ଫାଉଣ୍ଡେସନ ର କର୍ମକର୍ତ୍ତା ପ୍ରିୟମ ଲୁହାର, ସିଓ ପଙ୍କଜିନୀ ସାହୁ, ଏମଡି ଶୁକୁମାରୀ ମାଝୀ, ସବୁଜିମା ଏପିଓ ସିଓ ରଶ୍ମି ରଞ୍ଜନ ସିଂ, ଗ୍ରାମବତୀ ସିଓ କେଦାର ସେନାପତି, ସଭାପତି ପ୍ରତିଜ୍ଞା ଟ୍ରଷ୍ଟ ସୁଲେଖା,  ଜିଲ୍ଲା ସଂଯୋଜକ, ଏଫିଓ ଏମଡି ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ପ୍ରକ୍ରିୟା କରଣ ଓ ବିକ୍ରୟ କେନ୍ଦ୍ର ଭଲ ହୋଇଛି ବୋଲି ଜିଲ୍ଲାପାଳ ଏହି ଏପିଓ ଦ୍ଵାରା ବଜାରୀ କରଣ ସୁବିଧା  ଚାଷୀ ପାଇପାରିବେ କହି ଖୁସି ପ୍ରକାଶ କରିଥିଲେ।ଏହାପରେ ଚାଷୀଙ୍କ ସହ ସରକାର ଙ୍କ ବଜାରୀ କରଣ ନିମନ୍ତେ ମତ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like