-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ରାଜ୍ୟ

ଖଣିଖନନ ପାଇଁ ଜଙ୍ଗଲ ଓ ଜମିବିକିଲେ ଦାଦନ ସମସ୍ୟା ବଢିବ-ପ୍ରଫୁଲ୍ଲ ସାମନ୍ତରା

24-Jun-2025



ବଲାଙ୍ଗୀର(ପ୍ରେରଣା ଖବର): କେନ୍ଦ୍ର ଓ ରାଜ୍ୟସରକାର ବିକାଶ ନାମରେ ବିନାଶ କରିବାକୁ ଯାଉଛନ୍ତି। ବିକାଶ ନାମରେ ଲୋକଙ୍କ ବିନା ଅନୁମତିରେ ଅବାରିତ ଖଣିଖନନ ପାଇଁ ଜଙ୍ଗଲ ଓ ଚାଷଜମିଗୁଡିକୁ ଲିଜ ଦିଆଯାଉଛି ଯାହାକି ଆଗାମୀ କିଛି ବର୍ଷ ମଧ୍ୟରେ ରାଜ୍ୟ ଏକ ସମ୍ପଦହୀନ ଅଞ୍ଚଳ ହୋଇଯିବ। ବଲାଙ୍ଗୀର ଜିଲ୍ଲା ପରିପ୍ରେକ୍ଷୀରେ ଜିଲ୍ଲାର ଜଙ୍ଗଲ ଓ ଜମିକୁ ଖଣିଖନନ ପାଇଁ ଲିଜ ଦେଇଦେଲେ ଦାଦନ ସମସ୍ୟା ବଢିବ ବୋଲି ଆଜି ବଲାଙ୍ଗୀର ଗସ୍ତରେ ଆସିଥିବା ଲୋକଶକ୍ତି ଅଭିଯାନର ଆବାହକ ତଥା ଗ୍ରୀନନୋବେଲ ପୁରସ୍କାରବିଜେତା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ମତବ୍ୟକ୍ତ କରିଛନ୍ତି। ଆମ ପ୍ରତିନିଧିଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତରେ ସେ ଏହି ମତ ଦେଇଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାର ଗରୀବ ଆଦିବାସୀ ମାନେ ଜଙ୍ଗଲଜାତ ଦ୍ୟବ୍ୟସଂଗ୍ରହ କରିବା ସହିତ କୃଷିକାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ଯେତେବେଳେ ଜିଲ୍ଲାର ଜଙ୍ଗଲଗୁଡିକୁ ଓ ଜମିକୁ ଖଣିଖନନ ପାଇଁ ଲିଜ ଦେଇଦିଆଯିବ ସେତେବେଳେ କୃଷି ଉପରେ ନିର୍ଭର କରୁଥିବା ଲୋକ ଯିବେ କୁଆଡେ ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଷଜମି ଓ ଜଙ୍ଗଲ ଜମି ରେ ଖଣିଖନନ ହେଲେ ୧୦ବର୍ଷ ପରେ ଖଣିଜପଦାର୍ଥ ସରିଯିବ ଓ ସେହି ଅଞ୍ଚଳ ଏକ ପରିବେଶଗତ ପ୍ରଭାବରୁ ଆଉ କୃଷି ଉପଯୋଗୀ ହୋଇପାରିବ ନାହିଁ। ବିସ୍ଥାପନ ସମସ୍ୟା ବଢିବ ଓ ଏହା ଦାଦନ ସମସ୍ୟାକୁ ବଢାଇବ। ଏହି ଅବସରରେ ଲୋୟର ସୁକତେଲ ଜଳସେଚନ ପ୍ରକଲ୍ପ ଉପରେ ମନ୍ତବ୍ୟ ଦେଇ ଶ୍ରୀ ସାମନ୍ତରା କହିଛନ୍ତି ଯେ, ଆମେ ପ୍ରକଲ୍ପ ହେବା ପୂର୍ବରୁ ଯେଉଁ ଆଶଂକା କରୁଥିଲୁ ଆଜି ତାହା ସତ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ବଦଳରେ ଖଣି ଓ ଶିଳ୍ପ ଜଳ ଯୋଗାଇ ଦେବାକୁ ଏଭଳି ବୃହତ ପ୍ରକଲ୍ପ କରାଯାଇଛି। ଏବେ ଲୋୟର ସୁକତେଲ ପ୍ରକଲ୍ପରୁ ଚାଷୀଙ୍କୁ ଜଳ ଯୋଗାଇବା ତଥା ବିସ୍ଥାପିତ ଙ୍କ ସମସ୍ୟା ସମାଧାନ ପୂର୍ବରୁ ପ୍ରକଲ୍ପରୁ ଖଣିମାନଙ୍କୁ ପାଣି ଯୋଗାଇବାକୁ ସରକାର ବ୍ୟଗ୍ର ହେଲେଣି। ପ୍ରକଳ୍ପ ପାଖ ଜମି ରେ ଯଦି ଖଣିଖନନ କରିବାର ଥିଲା ତାହେଲେ ଜଳସେଚନ ନାଁନେଇ ପ୍ରକଲ୍ପ ନିର୍ମାଣ କରିବାର ଆବଶ୍ୟକତା କଣ ଥିଲା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏବେ ରାଜ୍ୟରବିଜେପି ସରକାର ପଶ୍ଚିମଓଡିଶାର ଖଣି ଓ ପାଣି ବିକି ରାଜ୍ୟ ଚଳାଇବାକୁ ନୀୟମଗିରୀଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ପର୍ଯ୍ୟନ୍ତ ସବୁ ଜଙ୍ଗଲ ଓ ପରିବେଶ ନଷ୍ଟକରି ଖଣିଖନନ କାରିବାର ଚକ୍ରାନ୍ତ କରୁଛନ୍ତି । ଖଣି ଓ ପାଣି,ଜଙ୍ଗଲ ଓ ଜମି ବିକ୍ରୀକରି ରାଜ୍ୟସରକାର ଯେଉଁ ବିକାଶର ସ୍ୱପ୍ନ ଦେଖାଉଛନ୍ତି ତାହା ଭବିଷ୍ୟତରେ ବିନାଶ ହିଁ କରିବ ବୋଲି ଶ୍ରୀ ସାମନ୍ତରା କହିଛନ୍ତି । ଆଜି ପାଟଣାଗଡର ସାଲେପାଲି ବ୍ଲକର ଗ୍ରାଫାଇଟ ଖଣିଲିଜକୁ ବିରୋଧ କରି ହୋଇଥିବା ଏକ ବିଶାଲ ଜନ ରାଲିରେ ଶ୍ରୀ ସାମନ୍ତରା ଯୋଗଦେଇ ସିଏଜି ରିପୋର୍ଟରେ ଗ୍ରାମସଭା ଓ ପଲ୍ଲୀସଭା ନକରି ଖଣି ଲିଜଦେବା ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଯାଇଛି। ତେଣୁ ଲୋକଙ୍କ ମତ ନନେଇ ଖଣିଲିଜ ଦେବା ସଂପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି। ସରକାର ଏପରି ଜନବିରୋଧି କାର୍ଯ୍ୟରୁ ନିବୃତ ରହି ବଲାଙ୍ଗୀର ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ କରି ଲୋକଙ୍କୁ ଜୀବନ ଜୀବିକା ଯୋଗାଇବାରେ ସହାୟକ ହୁଅନ୍ତୁ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like