-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
23-Jun-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ବିଜେପିର 34 ନମ୍ବର ଜୋନ ପକ୍ଷରୁ ମହାନ୍ ରାଷ୍ଟ୍ର ଭକ୍ତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳିତ ହୋଇଯାଇଛି l ବିଜେପି ର ବରିଷ୍ଠ ନେତା ଲେକୃ ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ସତ୍ୟ ସେଠ, ମଣ୍ଟୁ ସାହୁ, ନୀଳାଞ୍ଚଳ ସାହୁ, ଆନନ୍ଦ ମେହେର ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥଲେ l ଏହାସହ ଶ୍ୟାମାପ୍ରସାଦଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ଦେଶ ପାଇଁ ତାଙ୍କର ବଳିଦାନ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମତପ୍ରକାଶ କରିଥିଲେ l