-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
23-Jun-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବିଜେପିର ମଣ୍ଡଳ ତରଫରୁ ମହାନ୍ ରାଷ୍ଟ୍ର ଭକ୍ତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳିତ ହୋଇଯାଇଛି l ବିଜେପି ର ବରିଷ୍ଠ ନେତା ସରୋଜ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ଭୁତନାଥ ନାଏକ, ନିରୋଜ ନାଗ, ସୁନୀଲ ଦାସ, ସୁଦିପ ସା, ପ୍ରଶାନ୍ତ ସାହୁ, ଲଳିତ ଖମାରୀ,ଶଶୀ ଶର୍ମା,ଗିରିଧାରୀ ସାହୁ,ରାମ ସାହୁ ଙ୍କ ସମେତ ବହୁ କାର୍ମକର୍ତ୍ତା ଶ୍ୟାମାପ୍ରସାଦଙ୍କ ଜୀବନୀ ଆଲୋଚନା କରି ଦେଶ ପାଇଁ ତାଙ୍କର ବଳିଦାନ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ l