-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
Kendrapada.09/10- କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଖୋଲିବା ଦାବିରେ ମନ୍ଦିର ଆଗରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବଳଦେବଜୀଉ ମନ୍ଦିର ସେବାୟତ ଓ ପୂଜକ । ମନ୍ଦିର ବନ୍ଦ ଥିବାରୁ ଗୁରୁତର ଆର୍ଥିକ ଅନଟନରେ ଥିବା ପୂଜକ ସମୁଦାୟ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ସାଙ୍ଗକୁ ମନ୍ଦିର ଖୋଲିବାର ବ୍ୟବସ୍ଥା କରିବାକୁ ଦାବି କରି ମନ୍ଦିର ଆଗରେ ଘଣ୍ଟଘଣ୍ଟା ପିଟିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ବି ଦେଇଛନ୍ତି*।