-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ରାଜ୍ୟ

ଫୁସ୍‌ଫୁସ୍‌କୁ କରୋନାରୁ ରକ୍ଷା କରୁଛି ଧୂମପାନ

23-Jan-2021



ନୂଆଦିଲ୍ଲୀ (ପ୍ରେରଣା ଖବର ବ୍ୟୁରୋ) : କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଛି। ଭୂତାଣୁ ବିରୋଧରେ ସଂଗ୍ରାମ ଲାଗି କେତେକ ଦେଶରେ ଟିକାକରଣ ମଧ୍ୟ ହେଉଛି, ହେଲେବି ସଂକ୍ରମଣ ବିପଦ ଏବେବି ଟଳିନି। ଏଥିରେ ଏକ ଅଧ୍ୟାୟନରେ ଧୂମପାନ କରୁଥିବା ଲୋକଙ୍କୁ କରୋନା ଏତେଟା ପ୍ରଭାବିତ କରିପାରୁନଥିବା ପ୍ରଥମ ଥର ଜଣାପଡିଛି।  
କାଉନସିଲ ଅଫ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ସିରୋ ସର୍ଭେରୁ ପ୍ରଥମ ଥର ଏହା ଜଣାପଡିଛି। ସିଏସଆଇଆର ସାରା ଦେଶରେ ଥିବା ତାଙ୍କର ୪୦ଟି ସଂସ୍ଥାନଙ୍କ ଦ୍ୱାରା କରିଥିବା ସର୍ଭେକ୍ଷଣରୁ ପ୍ରାପ୍ତ ତଥ୍ୟର ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ କୋଭିଡରେ ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ବ୍ଲଡଗ୍ରୁପର ମଧ୍ୟ ଚିହ୍ନଟ କରିଛନ୍ତି।
ସିଏସଆଇଆରଙ୍କ ବରିଷ୍ଠ ବୈଜ୍ଞାନିକ ଶାନ୍ତନୁ ସେନଗୁପ୍ତା ଏହି ଅଧ୍ୟାୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ଫୁସ୍‌ଫୁସ୍‌କୁ ସବୁଠୁ ଅଧିକ ଆକ୍ରାନ୍ତ କରୁଥିବା ଆମେ ଜାଣିଛେ। ଏଣୁ ଧୂମପାନକାରୀ କୋଭିଡ ଆକ୍ରାନ୍ତ ହେଲେ ତାଙ୍କ ସ୍ୱାସ୍ଥ୍ୟର ଅକଳ୍ପନୀୟ କ୍ଷତି ହେବ ବୋଲି ଯାହା ଭାବୁଥିଲେ ତାହା ଅଧ୍ୟୟନରେ ଭୁଲ ପ୍ରମାଣିତ ହୋଇଥିବା କହିଛନ୍ତି।
ତେବେ ଅଧ୍ୟୟନରେ ସ୍ମୋକିଂ ଫୁସ୍‌ଫୁସ୍‌କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେଉଥିବାର ଜଣାପଡିଛି।  ହେଲେ ଏହା ଗହନ ଅଧ୍ୟୟନର ବିଷୟ ବୋଲି ସେ କହିଛନ୍ତି। ତେବେ କେବଳ ଭାରତ ନୁହେଁ ଆମେରିକା, ଇଟାଲୀ, ଫ୍ରାନ୍ସ ଓ ଚୀନ୍‌ରେ ହୋଇଥିବା ଅଧ୍ୟାୟନରୁ ମଧ୍ୟ ସ୍ମୋକର୍ସଙ୍କ ଲାଗି କରୋନା ବିପଦ କମ୍‌ ବୋଲି ଜଣାପଡିଥିବା ସେ କହିଛନ୍ତି।
ସେହିପରି ସାକାହାରୀ ଲୋକେ ସର୍ବାଧିକ କରୋନା ପ୍ରତିରୋଧକ ଶକ୍ତି ରଖୁଥିବା ବେଳେ ‘ଏ’ ଏବଂ ‘ଓ ‘ ବ୍ଲଡ ଗ୍ରୁପ ଲୋକଙ୍କ ଲାଗି କରୋନା ବିପଦ କମ୍‌ ବୋଲି ଏହି ଅଧ୍ୟାୟନରୁ ଜଣାପଡିଛି। ତେବେ ‘ବି’ ଏବଂ ‘ଏବି’ ବ୍ଲଡଗ୍ରୁପର ଲୋକେ କୋଭିଡରେ ଅଧିକ ପ୍ରଭାବିତ ହେଉଥିବା ଜଣାପଡିଛି। ଏଣୁ ଏପରି ବ୍ଲଡ ଗ୍ରୁପର ଲୋକଙ୍କୁ କୋଭିଡ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ବିଧେୟ ବୋଲି କୁହାଯାଇଛି।
      ବି.ଦ୍ର: ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ  କର୍କଟ ଓ ହୃଦୟ ରୋଗର ମୁଖ୍ୟ କାରଣ। ଏହା ଏକ ଅଧ୍ୟୟନ ରିପୋର୍ଟ ଏ ଗହନ ଅଧ୍ୟୟନର ଆବଶ୍ୟକତା ଥିବା ବୈଜ୍ଞାନିକ କହିଛନ୍ତି। ଏଣୁ କାହାକୁ ଧୂମପାନ ଲାଗି  ପ୍ରୋତ୍ସାହିତ କରିବା ଆମ୍ଭର ଉଦ୍ଦେଶ୍ୟ ନୁହେଁ।   


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like