-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
(ଡୋଲେଶ୍ୱର ବାଗ)
ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍କଳ ବାଳାଶ୍ରମ ଖଡ଼ିଆଳରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼. ଫଣିନ୍ଦମ୍ ଦେଓ ଅଂଶ ଗ୍ରହଣ କରି ଶିଶୁମାନଙ୍କ ସହିତ ଯୋଗାଭ୍ୟାସ କରିଥିଲେ। ଯୋଗ ମନୁଷ୍ୟ ସମାଜର ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଆବଶ୍ୟକ ଥିବା ବେଳେ ଏହାର ନୀୟମିତ ପାଳନ ଦରକାର ଅଟେ। ଉତ୍ସାହିତ କରି ଯୋଗର ମହତ୍ତ୍ଵ ବିଷୟରେ ଜଣାଇଥିଲେ ।