-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
* (ମିହିର ଶଙ୍କର ପାତ୍ର,)
ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇକ କତରା ରେ ଯୋଗଦାନ କରି ପିଲାମାନଙ୍କୁ ଯୋଗାଭ୍ୟାସ, ଯୋଗ ଜୀବନ ପାଇଁ ଆବଶ୍ୟକତା, ଯୋଗ ଦ୍ୱାରା ଶାରିରୀକ, ମାନସିକ, ବୌଦ୍ଧିକ, ଆଧ୍ୟାତ୍ମିକତା ବିକାଶ ପାଇଁ ପିଲାଙ୍କୁ ଅପୂର୍ବ ଉତ୍ସାହ ଭରିଦେଇଥିଲେ।ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ପାଇଁଁ ଶପଥ ପାଠ ସହ ନିଜର ଅଭ୍ୟାସ ମାଧ୍ୟମରେ ନିଜେ ସୁସ୍ଥ ସହ ରହିବା ସହ ସମାଜର ଅନେକ ଲୋକଙ୍କୁ ଯୋଗ କରିବାକୁ ବାର୍ତ୍ତା ଦେଇଥିଲେ।ଆଜି ଦିବସ ରେ ପିଲାମାନଙ୍କ ଉତ୍କଣ୍ଠା ରେ ଶିକ୍ଷକର ସହଯୋଗ ସମସ୍ତ ଙ୍କ ପାଇଁ ପ୍ରେରଣା ଯୋଗାଇଥିଲା।ସିଆରସି ସି ର କାର୍ଯ୍ୟକୁ ଗ୍ରାମବାସୀ, ବୁଦ୍ଧିଜୀବି ମହଲରେ ସନ୍ତୋଷ ବ୍ୟକ୍ତ କରିଥିଲେ।