-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||     

HOME   ରାଜ୍ୟ

ଚାଷୀ ନେତାଙ୍କୁ ହତ୍ୟା କରିବାର ହୋଇଥିଲା ଷଡ଼ଯନ୍ତ୍ର: ସୁପାରି କିଲରକୁ ଧରିଲେ କୃଷକ

23-Jan-2021



ନୂଆଦିଲ୍ଲୀ(ପ୍ରେରଣା ଖବର) କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍‌କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ୪ ଚାଷୀ ନେତାଙ୍କୁ ହତ୍ୟା କରିବାକୁ ଚୁକ୍ତି କରିଥିବା ମାସ୍କ ପିନ୍ଧା ଜଣେ ସନ୍ଦିଗ୍ଧକୁ ଧରିଛନ୍ତି ଚାଷୀଆଗକୁ ଜାନୁଆରୀ ୨୬ ତାରିଖ ଥିବାରୁ ଚାଷୀମାନଙ୍କର ଟ୍ରାକ୍ଟର ରାଲି କରି ବିରୋଧ କରିବାର କାର୍ଯ୍ୟ ରହିଛି। ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚାଷୀ ହତ୍ୟାର ଷଡ଼ଯନ୍ତ୍ର ହୋଇଥିଲା ବୋଲି ସନ୍ଦିଗ୍ଧ ସର୍ବ ସମ୍ମୁଖରେ କହିଛି। ଏଥିପାଇଁ ଦୁଇଟି ଟିମ୍‌ ପକ୍ଷରୁ ସନ୍ଦିଗ୍ଧ ସହିତ ଚୁକ୍ତି କରାଯାଇଥିଲା ବୋଲି ସେ କହିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବରେ ରାଜି ନହେବାରୁ ଚାଷୀମାନଙ୍କ ହତ୍ୟା କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ।ଧରାପଡ଼ିଥିବା ସନ୍ଦିଗ୍ଧ ଜଣକ ସୋନିପଥ ରାଇ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକାରୀ କହିବା ସହିତ ଯେଉଁ ୪ ଜଣଙ୍କୁ ହତ୍ୟା କରିବାକୁ ଚୁକ୍ତି ହୋଇଥିଲା ସେମାନଙ୍କ ଫଟୋ ବି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛି। ଜାନୁଆରୀ ୨୬ ତାରିଖରେ ଯଦି କୌଣସି ଅସୁବିଧା ହୁଏ  ତେବେ ଏହି ୪ ନେତାଙ୍କ ଗୁଳି କରିଦେବା ପାଇଁ ପୋଲିସ ଅଧିକାରୀ ଷଢ଼ଯନ୍ତ୍ର କରିଥିଲେ ବୋଲି ସନ୍ଦିଗ୍ଧ କହିଛି।ହତ୍ୟା ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛି ଯେ,  ପ୍ରଦର୍ଶନକାରୀ କୃଷକ ହତିଆର ନେଇ ଯାଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ଦୁଇଟି ଟିମ୍‌ ନିୟୋଜିତ କରାଯାଇଛି। ୧୯ ଜାନୁଆରୀରୁ ସେ ନିଜେ ସିଙ୍ଘୁ ବୋର୍ଡରରେ ରହିଥିଲା। ୨୬ ତାରିଖରେ ପ୍ରଦର୍ଶନକାରୀ କୃଷକଙ୍କ ସହିତ ମିଶିଯିବାର ଯୋଜନା ଥିଲା। ଯଦି ପ୍ରଦର୍ଶନକାରୀ ପରେଡ୍‌ରେ ବାହାରିଥାନ୍ତେ ତେବେ ସେମାନଙ୍କ ସହିତ ମିଶିଯିବାର ଯୋଜନା ଥିଲା। ଯଦି ପରେଡ୍‌ରେ କୌଣସି ଅସୁବିଧା ହୋଇଥାନ୍ତା ତେବେ କୃଷକଙ୍କ ଉପରେ ଗୁଳି ଚଳାଇବାକୁ କୁହାଯାଇଥିଲା ବୋଲି ସେ କହିଛି।ଏହି ଘଟଣା ପରେ ରାଜନୀତି ଜୋର୍ ଧରିଛି। ଆମ୍‌ ଆଦମୀ ପାର୍ଟି କହିଛି ଯେ ଆମକୁ ଯେଉଁ ଡର ଲାଗୁଥିଲା ତାହା ସତ ହେଉଛି। ସେମାନେ କୃଷକ ଆନ୍ଦୋଳନକୁ ଦବେଇ ଦବାକୁ ଚାହୁଁଛନ୍ତି ବୋଲି ଆପ୍ କହିଛି। ଅନ୍ୟପଟେ ସନ୍ଦିଗ୍ଧ ଧରାଯିବା ନେଇ ଚାଷୀ ନେତା ଜଗଜିତ ସିଂହ ଦଲେୱାଲ କହିଛନ୍ତି. ବ୍ୟକ୍ତି ଜଣକ ପ୍ରଦର୍ଶନକାରୀ ଚାଷୀଙ୍କୁ ଯୁବତୀଙ୍କୁ ଦୁର୍ବବ୍ୟବହାର କରିବା ଅଭିଯୋଗ କରି ବଦ୍‌ନାମ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଚାଷୀମାନେ ତାକୁ ଧରି ପକାଇବାରୁ ସେ ଗୋଟିଏ ପରେ ଗୋଟିଏ ସତ ବଖାଣିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026

You Might Also Like