-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
Bhubaneswar,09/10- ଖୁସି ଖବର-ରାଜ୍ଯରେ ୨ଲକ୍ଷ ୨୦ହଜାର ପାର୍ କଲା କରୋନା ଆରୋଗ୍ୟ ସଂଖ୍ୟା ।ଆଜି ଗୋଟିଏ ଦିନରେ ୩୪୦୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୨,୨୦,୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!!*