-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2025
(ଡୋଲେଶ୍ୱର ବାଗ)
. ନୂଆପଡ଼ା ରେଲୱେ ଷ୍ଟେସନ ରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି ନେଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଜିଲ୍ଲା ଓକିଲ ସଂଘ ତରଫରୁ ପ୍ରଦାନ କରିଛନ୍ତି। ସରକାରୀ ସ୍ତରରେ ରେ ଚିଠି କରି ଯୋଗାଯୋଗ କରିବା ପାଇଁ ଆହ୍ବାନ କରିଛନ୍ତି। ଜିଲ୍ଲାପାଳ ଉପରୋକ୍ତ ଦାବୀପତ୍ର କୁ ଆବଶ୍ୟକ ପଦକ୍ଷେପ ନେବା ସହ ଉପରୋକ୍ତ ବିଭାଗ ଙ୍କୁ ଜଣାଇବା ନେଇ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ତାଙ୍କ ତରଫରୁ ଉକ୍ତ ଦାବି କୁ ରେଲୱେ ମନ୍ତ୍ରଣାଳୟ ଙ୍କୁ ଟ୍ରେନ ରହଣି ପାଇଁ ଅବଗତ କରିବେ। ଏହି ଦାବୀପତ୍ର ପ୍ରଦାନ ବେଳେ ଜିଲ୍ଲା ଓକିଲ ସଂଘ ସଭାପତି ଖିତିଶ ବୋଧନକର, ସହ ଓକିଲ ସଙ୍ଘ ସଦସ୍ୟ ମାନେ ଯୋଗ ଦେଇଥିଲେ।