-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ଏକ ଶର୍ମିକବହୁଲ ଜିଲ୍ଲା ଅଟେ। ଏହି ଜିଲ୍ଲାରୁ ପ୍ରବାସୀ ଶ୍ରମିକ ରୂପେ ରାଜ୍ୟ ବାହାରକୁ ନିୟୋଜିତ ହେଉଥିବା ବେଳେ ଜିଲ୍ଲାର ଶ୍ରମିକଙ୍କୁ ଜିଲ୍ଲା ରେ କାମ ଯୋଗାଣ ଲକ୍ଷ ସାଧନ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକାଶ କରୁଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମନରେଗା ଯୋଜନା ରେ କାମ ଯୋଗାଣ ଲକ୍ଷ ପୂରଣ ପାଇଁ ନିର୍ଦ୍ଧେଶ ଦେଇଥିବା ବେଳେ ଆଜି ଜିଲ୍ଲାରେ ୪୪ ହଜାର ୬୫୪, ଶ୍ରମିକ ବିଭିନ୍ନ ପ୍ରକଳ୍ପ ରେ କାମ କରୁଛନ୍ତି। ଯାହାକି ୯ ଲକ୍ଷ ୭୨ ହଜାର ୫୫୪ ଶର୍ମା ଦିବସ ସୃଷ୍ଟି ହୋଇଅଛି। ଜିଲ୍ଲାପାଳ ।ଶ୍ରମିକଙ୍କୁ କାମ ଯୋଗାଣ କାର୍ଯ୍ୟ ସମୀକ୍ଷା ଓ ତଦାରଖ କରି ପ୍ରବାସୀ ଶ୍ରମିକ ପ୍ରଥା କୁ ବନ୍ଦ କରି ଜିଲ୍ଲାରେ ସ୍ଥାବର ସମ୍ପତି ଠୁଳ କରିବାକୁ ଆହ୍ବାନ କରିଛନ୍ତି। ଗୋଟିଏ ଗ୍ରାମପଞ୍ଚାୟତ ପୋଖରୀ ମାଟି ଖନନ କରି ବିଶାଳ ପୁଷ୍କରିଣୀ ସୃଷ୍ଟି କରୁଥିବା ବେଳେ ସେହି ପଞ୍ଚାୟତ ପାଇଁ ଏହି ପୋଖରୀ ସ୍ଥାବର ସମ୍ପତ୍ତି ରୂପେ ପରିଗଣିତ ହୋଇ ଆଗାମୀ ଭବିଷ୍ୟତ ରେ ଅର୍ଥ ଉତ୍ପର୍ଜନ ପନ୍ଥା ହେବ।