-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ପାଇଥିବା ଜଙ୍ଗଲ ଜମି ଶିରୋନାମା ରେ ଚାଷ କଲେ ଫରେଷ୍ଟ ଗାର୍ଡ ଙ୍କ ନାଲି ଆଖି, ଜ଼ିଲ୍ଲା ଉତ୍ତର ବନ ଖଣ୍ଡ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

04-Jun-2025



ଭବାନୀପାଟଣା,(ଜଗନ୍ନାଥ ନାଏକ) : 
କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ଗ୍ରାପ ର ମୁଣ୍ଡାପଳା ର ସତର ଜଣ ଆଦିବାସୀ ଆଜିକୁ ପ୍ରାୟ ପନ୍ଦର ବର୍ଷ ହେଲା ଜଙ୍ଗଲ ଅଧିକାର ଆଇନ -୨୦୦୬ ରେ ଉକ୍ତ ଗ୍ରାମର  ସୁମନ୍ତ ମାଝୀ, ମଦନ ମାଝୀ, ଜୟ ମାଝୀ, ଟିକନୁ ମାଝୀ, ସୁରେନ୍ଦ୍ର ମାଝୀ, ସାନ କୁମାର ମାଝୀ, ସାଦୀଙ୍ଗ ମାଝୀ, ରାମ ମାଝୀ, ଲଖଣ ମାଝୀ (କ) ଲଖଣ ମାଝୀ (ଖ) କୁଆଁରା ମାଝୀ, ଟିଂକୁ ମାଝୀ, ଜୟ ମାଝୀ, ରାଜୁ ମାଝୀ ପ୍ରମୁଖ ଶିରୋନାମା ପାଇ ଚାଷ ବାସ କରି ନିଜର ଗୁଜୁରାଣ ମେଣ୍ଟାଉ ଅଛନ୍ତି। ବିଡମ୍ବନା ର ବିଷୟ ଏହି କି ଯେ ଚଳିତ ବର୍ଷ ଚାଷ କରିବା ସମୟ ରେ ଫରେଷ୍ଟ ଗାର୍ଡ ମିନା ନାଏକ  ଆଦିବାସୀ ମାନଙ୍କୁ ତାଙ୍କ ଜମିରେ ଚାଷ କରିବାକୁ ମନା କରିଛନ୍ତି। ଏହାର ପ୍ରତିବାଦ ରେ ମୁଣ୍ଡାପଲ ଜ଼ଙ୍ଗଲ ଅଧିକାର କମିଟି  ଆଜି ଉତ୍ତର ବନ ଖଣ୍ଡ ଅଧିକାରୀ ରମେଶ କୁମାର ବିଷ୍ଣୋଉ ଙ୍କୁ ନିଜ ଅଭିଯୋଗ ପତ୍ର ଦାଖଲ କରିବା ସହ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଡ଼ି ଏଫ ଓ  ବିଷ୍ଣୋଇ  ତଦନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି। ଅପର ପକ୍ଷେ ଜଙ୍ଗଲ ଜମି ଶିରୋନାମା ପାଇଥିବା ବ୍ୟକ୍ତି ଙ୍କୁ ଯଥା ଶୀଘ୍ର ରାଜସ୍ୱ ପଟ୍ଟା ପ୍ରଦାନ ପାଇଁ ସରକାରୀ ନିର୍ଦେଶ ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ଏହି ମୁଣ୍ଡା ପଳା ଜଙ୍ଗଲ ଅଧିକାର କମିଟି ର ସତର ଜଣ ଙ୍କ ଶିରୋନାମା କୁ ରାଜସ୍ବ ପଟ୍ଟା କରିବା ପାଇଁ ବିଗତ ଅକଟୋବର ମାସ ଠାରୁ ତହସିଲଦାର କଳାହାଣ୍ଡି ଙ୍କ ପାଖର  ଫାଇଲ ସୋଇଛି ଯେ ଏଯାଏ ଉଠୁ ନାହିଁ। ସରକାର ଆଦିବାସୀ ମାନଙ୍କ ଅଧିକାର କଥା କହୁଥିଲା ବେଲେ ବିଭାଗୀୟ ଅଧିକାରୀ ମାନେ ସରକାରୀ ନିର୍ଦେଶ ନାମା କୁ ଫୁ କରୁଛନ୍ତି। ଏଠାରେ ଜ଼ିଲ୍ଲା ସ୍ତରୀୟ ଜ଼ଙ୍ଗଲ ଅଧିକାର କମିଟି ର ଭୂମିକା ମଧ୍ୟ ସନ୍ଦେହ ଜନକ, ଉଚିତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନ ହେଲେ ଜ଼ିଲ୍ଲା ପାଳ କାର୍ଯ୍ୟ ଳୟ ରେ ଧାରଣା ଦେଵାକୁ ସୁରେନ୍ଦ୍ର ମାଝୀ ସାଦୀଙ୍ଗ ମାଝୀ ପ୍ରମୁଖ ଜ଼ିଲ୍ଲା ପ୍ରଶାସନ ଙ୍କୁ ଚେତାବନୀ ଦେଇଛନ୍ତି। ଏହି ଦାବୀ ଦେବା ସମୟରେ ଆଇନ ଜିବି ସଂଜୀବ କୁମାର ଶତପଥି ଉପସ୍ଥିତ ରହି ଆଲୋଚନା କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like