-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ମୁଖ୍ୟ ମନ୍ତ୍ରୀ ଙ୍କ ଆଭାଷୀ ସଭାରେ ନେତା ବୁଦ୍ଧିଜୀବୀ ଓ ମିଡିଆ ହଟହଟା*

04-Jun-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ର ବହୁ ପ୍ରତିକ୍ଷୀତ ନୂତନ ପ୍ରକଳ୍ପ ସାହାଜ ପିଟା ସ୍ଥିତ ସ୍ବୟଂ ଚାଳିତ ଯାନ ଚାଳଣା ପରୀକ୍ଷଣ କେନ୍ଦ୍ର ର ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ l ହେଲେ ବହୁ ପ୍ରତୀକ୍ଷୀତ ଏହି ପ୍ରକଳ୍ପ ଉତ୍ସବ ରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ସୁବର୍ଣ୍ଣପୁର କ୍ୟାମ୍ପସ ଠାରେ ଅପରାହ୍ନ  ୩.୩୦ ରୁ ୫.୩୦ ଦୀର୍ଘ ଦୁଇ ଘଣ୍ଟା ଯାଏ ଯେଉଁ ନେତା, ମିଡିଆ, ବୁଦ୍ଧିଜୀବି ପ୍ରବଳ ଖରା ଗରମ ଗୁଳୁ ଗୁଳି ରେ ବହୁ କଷ୍ଟ ରେ ଉତ୍ସବ ର ଲୋକାର୍ପଣ ସମୟ କୁ ପ୍ରତୀକ୍ଷା କରିଥିଲେ , ଆଉ ସେଠି ଯାହା ଅବ୍ୟବସ୍ଥା ହେଇଥିଲା ତାହା ସ୍ଵୟଂ ଜାଣିବେ l ଥଣ୍ଡା ପାଣି ଦହି ପାଣି କଥା ଛାଡନ୍ତୁ ପ୍ରବଳ ଶୋଷ ରେ ଗୋଟେ ପାଣି ବୋଟଲ ଦରକାର ହେଲେ ନେତା ମିଡିଆ ବୁଦ୍ଧିଜୀବି ଙ୍କୁ ନିଜେ (ସ୍ଵଂୟ)  ଚଉକି ରୁ ଉଠି ଅଫିସ କୁ ଯିବାକୁ ପଡିଲା l ତଥାପି ସେଠି ପାଣି ବୋଟଲ ଟିଏ ଖୋଜିବାକୁ ପଡୁଥିଲା l  ସବୁ ଆଡେ ପାଉଜ ପାଣି ବସ୍ତା ପଡ଼ିଥିଲା l କାରଣ ପଲିଥିନ ମୁକ୍ତ ସଚେତନତା  ଅଭିଯାନ କରୁଥିଲା ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ବିଭାଗ l ବହୁ କଷ୍ଟ ରେ ତଣ୍ଟି ଶୁଖିଲା ବେଳେ  ଦୁଇ ଘଣ୍ଟା ବିଳମ୍ବ ରେ ଅଳ୍ପ କିଛି ପାଣି ବୋତଲ ଜଳଖିଆ ପ୍ୟାକେଟ ଉତ୍ସବ ସ୍ଥଳ କୁ ପହଂଚି ଥିଲା l  ହେଲେ ସେଠି ଆଉ ମିଡିଆ ଭାଈ ମାନେ କେହି ନ ଥିଲେ କାରଣ ସ୍ୱୟଂ ଚାଳିତ ଉତ୍ସବ ରେ ଆର୍ ଟି ଓ ସାର ଙ୍କ ଚର୍ଚ୍ଚା ରେ ଖୁସି ହୋଇ ସ୍ଵୟଂ ଇଚ୍ଛା ରେ ଫେରି ଆସିଥିଲେ l ସମସ୍ତ ଙ୍କୁ ନିମନ୍ତ୍ରଣ କରି ଦେଇ କାମ ସାରିଦେଲେ,  ହେଲେ ବିଭାଗୀୟ ଅଧିକାରୀ ମାନେ ଆର୍ ଟି ଓ ଅଫିସ୍ ରେ ଆଉ କେହି ନ ଥିଲେ l ସବୁ କଲେକ୍ଟ୍ରିଏଟ ଓସ୍ୱାନ ହଲ ରେ ପ୍ରଶାସନିକ ଅଧିକାରୀ ଙ୍କ ସହିତ ଏସି ରୁମ୍ ରେ ଭି ସି ରେ ଫିଟ୍ l ବିଭାଗ ଚାହିଁଥିଲେ ପଡୋଶୀ ଜିଲ୍ଲା ଭଳି ଟାଉନ ହଲ ରେ କିମ୍ୱା ଅନ୍ୟ ଏ ସି ହଲ ରେ ଏ ଉତ୍ସବ କରିପାରି ଥାନ୍ତା l ଉତ୍ସବ ପାଈଁ କେତେ ବଜେଟ ଥିଲା କେ ଜାଣେ ସେ କଥା ସ୍ଵୟଂ ଆର୍ ଟି ଓ ସାର ବୁଝିବେ l ଉତ୍ସବ ରେ ପୁଣି ବ୍ୟାନର କୁ ନେଇ ଚର୍ଚ୍ଚା l ପ୍ରଥମେ ଲାଗିଥିବା ବ୍ୟାନର ରେ ସାଂସଦ ଙ୍କ ଫଟୋ ନ ଥିବାରୁ ପୁଣି ଯୁଦ୍ଧ କାଳୀନ ଭିତ୍ତିରେ ନୂଆଁ ବ୍ୟାନର ଟଣା ହେଲା l ସମସ୍ୟା ସେତିକି ରେ ସୁଧିରି ନ ଥିଲା l କୋଉଠୁ ଫୋନ୍ ଆସିଥିଲା କେ ଜାଣେ ସ୍ଵଂୟ ଜାଣିବେ କିନ୍ତୁ ସୋଦା ଖାଇ ଛେଚା ଖାଇ ଆର୍ ଟି ଓ ସାର ଙ୍କ ପେଟ ପୁରି ଗଲା l ଖାଲି ହଁ ମ୍ୟାଡମ୍ ହଁ ମ୍ୟାଡ଼ମ ସୋରି ମେଡମ ଶୁଭୁଥିଲା l ଏହି ସ୍ବୟଂ ଚାଳିତ ଯାନ ଚାଳଣା ପରୀକ୍ଷଣ କେନ୍ଦ୍ର ଉଦଘାଟନ ଉତ୍ସବ ର ମୂଲ୍ୟ ଓ ଗୁରୁତ୍ଵ ଠାରୁ ବ୍ୟାନର ରେ ନେତା ମନ୍ତ୍ରୀ ଙ୍କ ଫଟୋ ର ମୂଲ୍ୟ ଓ ଗୁରୁତ୍ଵ ବେଶି ଥିବା ଜଣା ପଡିଲା l ଉତ୍ସବ ରେ ଲାଗିଥିବା ଏଲ ଇ ଡି ସ୍କ୍ରିନ ବି ବହୁ ସମୟ ବନ୍ଦ ହୋଇଗଲା l ଲିଙ୍କ କଟି ଥିବା ଯୋଗୁଁ ନା ଆଉ ଆଉ କୋଉ କାରଣ କେ ଜାଣେ କାରଣ ଟେକ୍ନିସିଆନ୍ ଜଣେ ବି କେହି ନ ଥିଲେ ପାଖରେ ଏଠି l ସ୍ବୟଂ ଚାଳିତ ଯାନ ପରୀକ୍ଷଣ କେନ୍ଦ୍ର ରେ ଏଲ ଇ ଡି ପର୍ଦ୍ଦା ବି ସ୍ଵଂୟ ଚାଲି ଥିଲା l  ବିଗତ ସରକାର ବେଳେ ଏଭଳି କୌଣସି ଉତ୍ସବ ରେ ସରକାରୀ କର୍ମଚାରୀଙ୍କ ଯେଭଳି ଏଟେନସନ୍ ରହୁଥିଲା ଏ ନୂଆଁ ସରକାର ରେ କିନ୍ତୁ  ନୋ ଟେନସନ ନୋ ଏଟେନସନ୍ ନେତା ମନ୍ତ୍ରୀ ଙ୍କୁ କାହାରିକୁ ଖାତିର କରୁ ନ ଥିବା ଜଣା ପଡ଼ିଛି l ଆଜିର ଏ ଉତ୍ସଵ ର ଅବ୍ୟବସ୍ଥା ନେଇ ବି ଜେ ପି କର୍ମୀ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା ଯେ ଏଥିପାଇଁ ଦାୟୀ କିଏ କେହି କେହି ମଜାରେ କହୁ ଥିଲେ ଏଥି ପାଇଁ କେନ୍ଦ୍ର ଦାୟୀ l କାଣା ହେଇ ଗଲା ସଜନୀ କେ କାଣା ହେଇ ଗଲା, ବିଗତ ଆର୍ ଟି ଓ ରବୀନ ଓ ରବୀନ୍ଦ୍ର ଙ୍କ ମଧ୍ୟରେ ପାର୍ଥକ୍ୟ ବାରି ହୋଇଗଲା l


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like