-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
ଭାରତୀୟ ବାୟୁସେନା ଦିବସରେ ବିଭିନ୍ନ ଲଢ଼ୁଆ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ନିକଟରେ ଭାରତକୁ ଆସିଥିବା ଲଢ଼ୁଆ ବିମାନ ରାଫେଲ୍କୁ ନେଇ ଚୀନ ପାଖରୁ ଆରମ୍ଭ କରି ବିଭିନ୍ନ ଦେଶ ଏବେ ଚର୍ଚ୍ଚା କରୁଛନ୍ତି। କିନ୍ତୁ ପାକିସ୍ତାନ ଲଗାତର ନିଜର ହୀନ ଚକ୍ରାନ୍ତ ଜାରି ରଖିଛି। ବିଭିନ୍ନ ଉପାୟରେ ଏହି ସବୁ ଲଢ଼ୁଆ ବିମାନର ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।*