-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||     

HOME   ଜିଲ୍ଲା

ସଦାନନ୍ଦଅଗ୍ରୱାଲଙ୍କ ଲାଇବ୍ରେରୀକୁ ଓଡିଆର୍ଟ ମ୍ୟୁଜିୟମର କର୍ମକର୍ତ୍ତାଙ୍କ ପରିଦର୍ଶନ

30-May-2025



ବଲାଙ୍ଗୀର(ପ୍ରେରଣା ଖବର): ଆଜି ସୁବର୍ଣ୍ଣପୁର ଜିଲ୍ଲାର ମେଣ୍ଡାଗ୍ରାମରେ ଥିବା ଐତିହାସିକ,ଗବେଷକ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଐତିହ୍ୟସମ୍ପନ୍ନ ଲାଇବ୍ରେରୀକୁ ପୁରୀଜିଲ୍ଲାର ବରକୁଳ ସ୍ଥିତ ଓଡିଆର୍ଟ ମ୍ୟୁଜିୟମର ଏକ ଟିମ ପରିଦର୍ଶନ କରିଛନ୍ତି । ଏହିଟିମରେ ଓଡିଆର୍ଟ ମ୍ୟୁଜିୟର

ପ୍ରତିଷ୍ଠାତା ଅବସରପ୍ରାପ୍ତ ଆଇଆରଏସ ପ୍ରସନ୍ନକୁମାର ଦାସ ଓ ମ୍ୟୁଜିୟମର ନିର୍ଦ୍ଦେଶକ ସୁଧାଂଶୁଶେଖର ତ୍ରୀପାଠୀ ରହିଥିଲେ । ସେମାନେ ସ୍ୱର୍ଗତ ଅଗ୍ରୱାଲଙ୍କ ଲାଇବ୍ରେରୀରେ ଅନେକ ଗବେଷଣା ଲବ୍ଧ ସନ୍ଦର୍ଭ,ପ୍ରକାଶିତ ପୁସ୍ତକ,ଅନେକ ଦୁର୍ମୁଲ୍ୟ ପୁରାତନ ପୋଥି,ଐତିହ୍ୟଭରା ସଂଗ୍ରୁହିତ ଦୁର୍ମୁଲ୍ୟ ଜିନିଷଗୁପିକ ଦେଖି ଅଭିଭୁତ ହୋଇଯାଇଥିଲେ । ଆଦିବାସୀଙ୍କ ଉପରେ

ହୋଇଥିବା ଗବେଷଣା,ଜଗନ୍ନାଥ ସଂସ୍କୃତି,ମହିମାଧର୍ମ,ପୁରାତନ ବ୍ରାହ୍ମିଲିପିର ଗବେଷଣାତ୍ମକ ସନ୍ଦର୍ଭ,ଖାରବେଳଙ୍କ ଉପରେ ହୋଇଥିବା ଗବେଷଣାତ୍ମକ ପୁସ୍ତକ,ତନ୍ତ୍ରଶାସ୍ତ୍ର ଇତ୍ୟାଦି ଉପରେ ଥିବା ଅନେକପୁସ୍ତକକୁ ଦେଖିଥିଲେ । ପ୍ରକାଶ ଯେ,ଗବେଷକ ଡ.ସ୍ୱର୍ଗତ ଅଗ୍ରୱାଲଙ୍କ ଜିବିତାବସ୍ଥାରେ ଆଇଆରଏସ ପ୍ରସନ୍ନକୁମାର ଦାସଙ୍କ ସାଙ୍ଗରେ ଅନେକଗୁଡିଏ ଗବେଷଣାତ୍ମକ କାମ କରିଥିଲେ । ସେହି ସବୁକୁ ଶ୍ରୀ ଦାସ ପୁସ୍ତକ ଆକାରରେ ପ୍ରକାଶିତ  କରିଛନ୍ତି । କଲିକତାରୁ “ଜଗନ୍ନାଥ ଇନ ଏଲାଏନ ଆଏଜ” ଓ ପରେ ଦିଲ୍ଲୀରୁ “ଇମାଜିନ ଓଡିଶା” ଭଳି ବହୁଦୁର୍ମୁଲ୍ୟ ପୁସ୍ତକ ପ୍ରକାଶନରେ ସ୍ୱର୍ଗତ ଅଗ୍ରୱାଲ ପ୍ରସନ୍ନ ଦାସଙ୍କ ସହ ଗବେଷଣା ଓ ତଥ୍ୟ ସଂଗ୍ରହରେ ସହଯୋଗ କରିଥିଲେ । ଅନେକ ବର୍ଷ ପରେ ସ୍ୱର୍ଗତ ଅଗ୍ରୱାଲଙ୍କ ଲାଇବ୍ରେରୀକୁ ପରିଦର୍ଶନ କରି ଶ୍ରୀ ଦାସ ଖୁସି ବ୍ୟକ୍ତ କରିବା ସହିତ ପୁସ୍ତକଗୁଡିକ ଯତ୍ନର ସହ ଥିବାରୁ ଆନନ୍ଦ ପ୍ରକାଶ କାରିଥିଲେ । ସ୍ୱର୍ଗତ ସଦାନନ୍ଦ ଅଗ୍ରୱାଲଙ୍କ ଧର୍ମପତ୍ନୀ ତାରାଦେବୀ ଅଗ୍ରୱାଲ,ପୁତ୍ର ସିଦ୍ଧାର୍ଥ ଅଗ୍ରୱାଲ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥିଗଣଙ୍କୁ ଆତିଥ୍ୟ ଜଣାଇବା ସହିତ ଲାଇବ୍ରେରୀ ପରିଦର୍ଶନରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026

You Might Also Like