-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

କଲାଦହନା ର ତୃତୀୟ ସ୍ଵନକ୍ଷତ୍ର ଦିବସ ପାଳନ

05-May-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବିଜୁ ପଟ୍ଟନାୟକ ଟାଉନ ହଲ, ବରଗଡ ଠାରେ କଲାଦହନା ସାଂସ୍କୃତିକ ଅନୁଷ୍ଠାନ, କଟାପାଲି, ବରଗଡ ତରଫରୁ ସମ୍ପାଦକ ତଥା ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ସମ୍ପାଦନାରେ ଏବଂ ସଭାପତି କବି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସ୍ତରୀୟ ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଏବଂ ପଞ୍ଚମ ସାହିତ୍ୟ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅନେକ ସୁଦୂର ଜିଲ୍ଲାରୁ ପାଖାପାଖି ୨୧ ଟି ଜିଲ୍ଲାରୁ ଅନେକ କବି କବୟିତ୍ରୀ ମାନେ ଧାଇଁ ଆସିଥିଲେ l ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା, ମୁଖ୍ୟ ବକ୍ତା ଭାବେ ଡ଼ଃ କୈବଲ୍ୟ କୁମାର ମିଶ୍ର ,ସମ୍ମାନିତ ଆଲୋଚକ ଭାବେ ଶ୍ରୀଯୁକ୍ତ ମଦନାନନ୍ଦ ସେଠ,ସମ୍ମାନିତ ଅତିଥି ଭାବେ ଡ଼ଃ ନିରଞ୍ଜନ ପଣ୍ଡା,ସମ୍ମାନିତ ବକ୍ତା ଭାବେ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ସୁନିତା ପଣ୍ଡା ଏବଂ ପ୍ରାରମ୍ଭିକ ଅଭିଭାଷଣ ତଥା ଦ୍ଵିତୀୟ ଅଧିବେଶନର ମଞ୍ଚ ସଞ୍ଚାଳୀକା ତଥା ସଂଯୋଜିକା ଭାବରେ ଶ୍ରୀମତୀ ସଙ୍ଗୀତା ଦୀପ ଯୋଗଦାନ କରିଥିଲେ। ପ୍ରଥମ ଅଧିବେଶନରେ ମଞ୍ଚ ପରିଚାଳନାରେ ସୁଦୂର ଭଦ୍ରକର ଡ଼ଃ ଶ୍ରୀକାନ୍ତ ପଣ୍ଡା, ନିୟୋଜିତ ହୋଇଥିଲେ l ପ୍ରଥମ ଅଧିବେଶନରେ କବି ଦିନେଶ ଭୋଇଙ୍କ ଚତୁର୍ଥ ଆଧୁନିକ କବିତା ସଂକଳନ  'ନେପଥ୍ୟର ଅସ୍ତରାଗ' କବିତା ପୁସ୍ତକ ଉନ୍ମୋଚନ ସହ ତାର ପୃଷ୍ଠଭୂମିର ପାଠକୀୟ ନିର୍ଯ୍ୟାସ ପ୍ରତିପାଦନ କରିଥିଲେ ମୁଖ୍ୟବକ୍ତା ଏବଂ କବିତା ପୁସ୍ତକର ମୂଳ ଭାବନା ଏବଂ କାବ୍ୟିକ ଚିତ୍ରଣ ଉପସ୍ଥାପନା କରିଥିଲେ ଶ୍ରୀମତୀ ସୁନିତା ପଣ୍ଡା ଏବଂ କବିତା ପୁସ୍ତକଟିର ସରଗର୍ଭକ ମର୍ମକୁ ଉପସ୍ଥାପନ କରିଥିଲେ ସମ୍ମାନିତ ଆଲୋଚକ l ଏହା ସହିତ ଦ୍ଵିତୀୟ ଅଧିବେଶନରେ ସମ୍ମାନିତ ଅତିଥି ରୂପରେ ଡ଼ଃ ତନ୍ମୟୀ ଅଗସ୍ତି,ଡ଼ଃ ବୈରାଗୀ ଚରଣ ମଲ୍ଲିକ, ଏବଂ ଶରତ ଚନ୍ଦ୍ର ପାଢ଼ୀ ଆସନ ଅଳଙ୍କୃତ କରିଥିଲେ l ଦ୍ଵିତୀୟ ଅଧିବେଶନର ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀମାନ ରିଙ୍କୁ ମେହେର ନିୟୋଜିତ ଥିଲେ lଏହି ଅବସରରେ ସମ୍ବର୍ଦ୍ଧନା ଉଚ୍ଛବ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରତି ବର୍ଷ ଦିଆଯାଉଥିବା ପ୍ରମୁଖ ଦୁଇଟି ସମ୍ମାନ ଯଥା କଲା କୋଶଲି କଳା ରଥି ସମ୍ମାନରେ ଶ୍ରୀଯୁକ୍ତ ସୁଶୀଲ କୁମାର ମେହେର ଏବଂ କୋଶଲି ଭାଷା ରଥି ସମ୍ମାନରେ ତହଁକ୍ ସାହିତ୍ୟ କୁଟୁମ୍, ବଲାଙ୍ଗୀରକୁ ସମ୍ମାନିତ କରାଯଇଥିଲା ।ଏହା ସହିତ ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ସମସ୍ତ ଯୁବ ପୀଢ଼ି ତଥା ଆଗାମୀ ଅଧ୍ୟାୟର ଗୋଟେ ଗୋଟେ ମାଇଲ ଖୁଣ୍ଟ, ଭାଷା ସାହିତ୍ୟିକ, ନବୋଦୟ କବି ପୀଢ଼ି ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରରୁ ଲୋକ ନୃତ୍ୟ କଳାକାର ଗଣ ଏବଂ ବରଗଡରୁ କୁନି କୁନି ନୃତ୍ୟ ଶିଳ୍ପୀ ସହ ପ୍ରାରମ୍ଭିକ ନୃତ୍ୟ ପରିବେଷଣରେ କେନ୍ଦ୍ରାପଡ଼ାରୁ ମାନସ କୁମାର ଭଦ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସଂଗୀତକାର ମାନେ ସଙ୍ଗୀତ ପରିବେଷଣ କରିବା ସହ  କବି ଓ କବୟତ୍ରୀ ଗଣ ନିଜସ୍ଵ ସ୍ବରଚିତ କବିତା ପଠନ କରିଥିଲେ l ପରିଶେଷରେ ସନ୍ତୋଷିନୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like