-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
05-May-2025
ବରୀ(ରଞ୍ଜିତ ମହାନ୍ତି): ସୌମ୍ୟଜିତ୍ ଦାସ ଜିଜ୍ଞାସା ବିଶ୍ଵାଳ ଜୟଶ୍ରୀ ଦାସ ସାଗର ମୁଦୁଲି | ନିବେଦିତା ଦାସ ଲକ୍ଷ୍ମୀପ୍ରୟା ମଲ୍ଲିକ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରୀ ଶିକ୍ଷା ମଣ୍ଡଳ ମଣ୍ଡଳର ୬ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍ରେ କୃତକାର୍ଯ୍ୟ ହୋଇଛନ୍ତି। ଆମ୍ରକାନନ ଶିକ୍ଷାନିକେତ କ୍ଷାନିକେତନ ସରକାରୀ ଉଚ୍ଚ ବିଦ୍ୟାଳର ଛାତ୍ର ସୌମ୍ୟଜିତ ଦାସ ବ୍ଲକ୍ଳ୍ପେ ରେ ସର୍ବାଧିକ ୫୬୦ ନମ୍ବର
ରଖ୍ଛନ୍ତି। ଛନ୍ତି। ସେହିପରି ପରି ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ମଲ୍ଲିକ ୫୪୨, ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଜିଜ୍ଞାସା ବିଶ୍ଵାଳ ୫୫୩, ନନ୍ଦିନୀଦେବୀ ଉଚ୍ଚ ବିଦ୍ୟାଳୟର ସାଗର ମୁଦୁଲି ୫୪୬, ଈଶାଣପୁର ଉଚ୍ଚ ବିଦ୍ୟାଳୟର ନିବେଦିତା ଦାସ ୫୪୨ ଏବଂ ଜୟଶ୍ରୀ ଦାସ ୫୪୭ ମାର୍କ ରଖ୍ ଏ-୧ ଗ୍ରେଡରେ ସ୍ଥାନ ପାଇଛନ୍ତି।