-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
04-May-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା, ମୁହଁ ଖୋଲିଲେ ବିଧାୟକ ସାମ୍ବାଦିକ ସମ୍ମିଳନୀରେ କଲେ ପାଲଟା ଅଭିଯୋଗ । ମିଛକୁ କେବେ ପ୍ରଶୟ ଦିଆଯିବନାହିଁ, ବରଂ ମିଛ ଅଭିଯୋଗ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବରୀ ବିଜେଡ଼ି, ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଶ୍ୱ ରଞ୍ଜନ ମଲ୍ଲିକ।