-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
କଟକ, 09/10- ଆଜି କଟକ ଗସ୍ତ କରିଛନ୍ତି ୫ଟି_ସଚିବ ଭି କେ ପାଣ୍ଡିାଆନ୍ ଓ ପୂର୍ତ୍ତ ସଚିବ । କଟକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସେମାନେ ସମୀକ୍ଷା କରିଛନ୍ତି । କଟକ ଏସସିବି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ସହ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଓତାର ଉଭୟପାଶ୍ୱର୍ର ଟ୍ରାଫିକ୍ ନିୟନ୍ତ୍ରଣ, ସଫେଇ କାର୍ଯ୍ୟ ଦେଖିଛନ୍ତି । ଛତ୍ରବଜାରରୁ ଏନଏଚ ଯାଏ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ମଧ୍ୟ ସେମାନେ ଅନୁଧ୍ୟାନ କରିଛନ୍ତି ।*