-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ପୁରୀ, (ପ୍ରେରଣା ଖବର): ଆଜି ଠାରୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା l ଲାଗୁ ହେବନାହିଁ କୋଭିଡ ନେଗେଟିଭ ସାର୍ଟିଫିକେଟ l କେନ୍ଦ୍ରାଞ୍ଚଳ ଡି ଆଇ ଜି, ଜିଲ୍ଲାପାଳ, ଏସପି କଲେ ଦର୍ଶନ ବ୍ୟବସ୍ଥା ର ସମୀକ୍ଷା l ସିଂହଦ୍ୱାର ରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥା ର କଲେ ତଦାରଖ l
ଦର୍ଶନ ପାଈଁ 26 ପ୍ଲାଟୁନ ପୋଲିସ ଫୋର୍ସ ହେବେ ମୁତୟନ l କୋଭିଡ କଟକଣା କଡାକଡି କରାଯିବ l ପୁରୀ ଜିଲ୍ଲାପାଳ ଓ ଏସପି ସମୀକ୍ଷା ପରେ ଦେଲେ ସୂଚନା l