-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ଢେଙ୍କାନାଳ ଫୁଲ୍ଟନ୍ କୋପ୍ରଟିଭ୍ ଅରଗାନାଇଜେସନ୍ ପକ୍ଷରୁ କେବଳ ଲୋକ ମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏବେ ଢେଙ୍କାନାଳ ମୁଖ୍ୟ ଶାଖା ପ୍ରବନ୍ଧକ ସୁକାନ୍ତ କୁମାର ମୁଦୁଲି ତାଙ୍କ ଅଫିସ କର୍ମଚାରୀ ମାନଙ୍କ ସହଯୋଗରେ ଏକ ମାଗଣା ନର୍ସିଂ ଟ୍ରେନିଂ ସେଣ୍ଟର ଶୁଭ ଉଦ୍ଘାଟନ କରିବାରେ ସଫଳ ହୋଇଛନ୍ତି, ଯାହ ଦ୍ବାରା କରୋନା ମହାମାରୀ ସମୟରେ ଗରିବ ପରିବାରର ପିଲାମାନେ ମାଗଣାରେ ଶିକ୍ଷାଦାନ ପାଇବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ l ସେଥିପାଇଁ ଶାଖା ଖ ପ୍ରବନ୍ଧକ ସୁକାନ୍ତ କୁମାର ମୁଦୁଲି ମତ ପ୍ରକାଶ କରିଛନ୍ତି। (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)