-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ବିଶେଷ

ରୋଲିଙ୍ଗ ସ୍ଟକ ଯାଞ୍ଚ ପାଇଁ ବେଲସୋଣ୍ଡା, ବୋଇଣ୍ଡା ଏବଂ ବୃନ୍ଦାମାଲ ଷ୍ଟେସନ ଠାରେ ପ୍ରତିଷେଧକ ରକ୍ଷଣାବେକ୍ଷଣ ପ୍ରଣାଳୀ ସ୍ଥାପନା

21-Jan-2021



 |(ପ୍ରେରଣା ଖବର ବ୍ୟୁରୋ) :ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତ୍ୟକ କ୍ଷଣ ରୋଲିଙ୍ଗ ସ୍ଟକ ଗୁଡିକର ପ୍ରତିଷେଧକ ରକ୍ଷଣାବେକ୍ଷଣ ଆବଶ୍ୟକତା ଥାଏ | ଏହି ଧାରାରେ, କୌଣସି ଆସନ୍ନ ବିଫଳତାର ପ୍ରକୃତ ଘଟଣା ପୂର୍ବରୁ ଦୋଷ ଚିହ୍ନଟ ହୁଏ | ଏହି ପ୍ରଣାଳୀ ଦ୍ୱାରା ଆସନ୍ନ ବିଫଳ ପୂର୍ବରୁ ଏକ ଆଲାର୍ମ ସୃଷ୍ଟି ହୁଏ | ଯାହା ଫଳରେ ପ୍ରକୃତ ବିଫଳତା ପୂର୍ବରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଏ | ଏହା ଟ୍ରେନର ସୁରକ୍ଷିତ ଚଳାଚଳକୁ ସୁନିଶ୍ଚିତ କରେ | ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ବେଲସୋଣ୍ଡା, ବୋଇଣ୍ଡା ଏବଂ ବୃନ୍ଦାମାଲ ଷ୍ଟେସନରେ “ହଟ ଆକ୍ସିଲ ବକ୍ସ ଡିଟେକସନ ସିଷ୍ଟମ” ସ୍ଥାପନ କରାଯାଇଅଛି |
ଏହି ପ୍ରଣାଳୀ ସେନ୍ସର ଉପରେ ଆଧାରିତ ଏକ ଆଧୁନିକ ପ୍ରଣାଳୀ ଯାହା ଟ୍ରେନର ରୋଲିଙ୍ଗ ସ୍ଟକ ଗୁଡିକର ଅବସ୍ଥା, ବିଅରିଂ ଅବସ୍ଥା ଏବଂ ଆକ୍ସଲ୍ ତାପମାତ୍ରା ଇତ୍ୟାଦି ବିଷୟରେ ସୂଚନା ସଂଗ୍ରହ କରିଥାଏ | ଏହି ପ୍ରଣାଳୀରେ, ଆସୁଥିବା ଟ୍ରେନର ଉପସ୍ଥିତି ଚିହ୍ନଟ କରୁଥିବା ପଥ ଷ୍ଟେସନ ନିକଟତରେ ସେନ୍ସରଗୁଡ଼ିକ ସ୍ଥାପିତ କରାଯାଇଅଛି | ତାପମାତ୍ରା ସେନ୍ସରଗୁଡ଼ିକ ଆକ୍ସଲ୍ ର ତାପମାତ୍ରା ମାପିଥାଏ | ଏହା ପ୍ରତ୍ୟେକ ଆକ୍ସଲ୍ ର ତାପମାତ୍ରା ରେକର୍ଡକୁ ସ୍ଥିରୀକୃତ ତାପମାତ୍ରା ସହିତ ପ୍ରଣାଳୀ ମାଧ୍ୟମରେ ନିର୍ଧାରିତ ତାପମାତ୍ରାକୁ ତୁଳନା କରେ | ଯଦି ମପାଯାଇଥିବା ତାପମାତ୍ରା ନିର୍ଦ୍ଧାରିତ ତାପମାତ୍ରାକୁ ଅତିକ୍ରମ କରେ, ତେବେ ଏହି ପ୍ରଣାଳୀର ସଠିକ ସମୟ ଆଧାରରେ କଣ୍ଟ୍ରୋଲ୍ ଅଫିସରେ ଆଲାର୍ମ ସୃଷ୍ଟି କରେ | ଏହା ଉପରେ ଆଧାର କରି, କଣ୍ଟ୍ରୋଲ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ |
ଏହି ପ୍ରଣାଳୀର ମୁଖ୍ୟ କାର୍ଯ୍ୟ ହେଉଛି ସେନସରରୁ ତଥ୍ୟ ଗ୍ରହଣ କରିବା ପରେ ମାଇକ୍ରୋ କଣ୍ଟ୍ରୋଲର୍ ୟୁନିଟ୍ କୁ ତଥ୍ୟ ପଠାଇବା ଏବଂ ମୁଖ୍ୟ ସର୍ଭରରୁ ୱେବ୍ କ୍ଲାଉଡ୍ ସର୍ଭରକୁ ତଥ୍ୟ ପଠାଇବା | ଏହା ଏକ ଲାଇଭ୍ ଡାଟା ଭାବରେ କଣ୍ଟ୍ରୋଲ୍ ରୁମରେ ପ୍ରଦର୍ଶିତ ହୋଇଥାଏ |
କମ୍ପ୍ୟୁଟର ଏବଂ ମୋବାଇଲ୍ ମାଧ୍ୟମରେ ଏହି ଡାଟା ଦେଖାଯାଇପାରିବ ଏବଂ ତଦାରଖ କରାଯାଇପାରିବ | ଏହି ପ୍ରଣାଳୀ ଦ୍ୱାରା ଏସଏମଏସ ସହିତ ଇମେଲ୍ ଆଲର୍ଟ ସୃଷ୍ଟି କରିବ ଏବଂ କଣ୍ଟ୍ରୋଲ କାର୍ଯ୍ୟାଳୟର ମୁଖ୍ୟ ପ୍ରଦର୍ଶନ ପରଦାରେ “ଭିଜୁଆଲ୍ ଆଲାର୍ମ” ସୃଷ୍ଟି କରିବ |
ଏହି ପ୍ରଣାଳୀ ରୋଲିଙ୍ଗ ସ୍ଟକର ଯେକୌଣସି ବଡ଼ ବିଫଳତାକୁ ରେଳମାର୍ଗରେ ରୋକି ପାରିବ ଯାହାକି ପୂର୍ବରୁ ଘଟୁଥିବା ଅଘଟଣ ଜନିତ ଯାତାୟାତରେ ବାଧା ସୃଷ୍ଟି ଏବଂ ଯାତ୍ରୀବାହୀ ଟ୍ରେନ୍ ପାଇଁ ସମୟାନୁବର୍ତ୍ତୀତା ନଷ୍ଟ କୁ ନିୟନ୍ତ୍ରଣ କରିପାରିବ | ଏହି ପ୍ରଣାଳୀ ଦ୍ୱାରା ଯଦି ଉଚ୍ଚ ତାପମାତ୍ରା ଚିହ୍ନଟ ହୁଏ ତେବେ ନିକଟସ୍ଥ ଷ୍ଟେସନରେ ନିର୍ଦ୍ଦିଷ୍ଟ ୱାଗନ୍ କିମ୍ବା କୋଚ୍ କୁ ଅଲଗା କରାଯାଇ ପାରିବ ଏବଂ ଆସନ୍ନ ଦୁର୍ଘଟଣାକୁ ପ୍ରତିହତ କରାଯାଇ ପାରିବ |


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like