-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଜାତୀୟ ପଂଚାୟତି ରାଜ ଦିବସ -2025 ଅନୁଷ୍ଠିତ

25-Apr-2025



ଆଗଲପୁର, (ବିନୋଦ ଦୀପ) ଆଜି ଆଗଲପୁର ବ୍ଲକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଙ୍କ କରକମଳରେ ଜାତୀୟ ପଂଚାୟତି ରାଜ ଦିବସ -2025 ଅନୁଷ୍ଠିତ ହୋଇଯାଇଛି l ଆଜି ର କାର୍ଯ୍ୟକ୍ରମ ଟି ଆଗଲପୁର ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ତତ୍ୱାବଧାନ ରେ ଜିଲ୍ଲାପରିଷଦ ସଭ୍ୟା ବୀଣାପାଣି ଦାସ, ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଆଗଲପୁର ତହସିଲଦାର, ସାଂସଦ ପ୍ରତିନିଧି ଉମେଶ ପଟେଲ, ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା ମଂଚାସୀନ ଥିଲେ l ପୁରୀ ରୁ ଭରଚୁଆଲ ମାଧ୍ୟମରେ ସିଧା ପ୍ରସାରଣ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଜର ସୁ ଚିନ୍ତିତ ମତାମତ ଦେଇଥିଲେ l ଦେଶର ସର୍ବଭମତ୍ୱ ଏକତା ଦୃଷ୍ଟି ରୁ ଗ୍ରାମ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏହାସହ ଦେଶ ମଧ୍ୟ ସୁଦୃଢ ହେବ l ଓଡିଶା ରେ ନୂତନ ଭାବେ ୬ ଲକ୍ଷ ରାସନ କାର୍ଡ ବଣ୍ଟନ ପାଇଁ ସଂକଳ୍ପ, ୨ ଲକ୍ଷ ସୁଭଦ୍ରା ହିତାଧିକାରୀ ଙ୍କୁ ମିଳିବ ଟଙ୍କା l ଏହାସହ ଜମ୍ମୁକଶ୍ମୀ ରେ 28  ଜନ ଆତଙ୍କବାଦୀ ହମଲା ରେ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା l 2036 ସୁଦ୍ଧା ଓଡିଶା କୁ ଦେଶରେ ବିକଶିତ ହେବାସହ ନମ୍ବର ୱାନ କରିବା ପାଇଁ ସରକାର ସଂକଳ୍ପମୟ l

ସୁଭଦ୍ରା ଯୋଜନା ରେ ଲାଭାର୍ଥୀ ଲକ୍ଷପତି ଦିଦି ଙ୍କ ବିଷୟରେ ମତ ପ୍ରକାଶ, ଗାଁ ର ବିକାଶ ହେଲେ ଦେଶ ର ବିକାଶ, ଗାଁ ହସିଲେ ଦେଶ ହସିବ ଏଣୁ ପ୍ରତ୍ୟକ ଘରକୁ ପାଣି, ବିଜୁଳି, ରାସ୍ତା, ସୂର୍ଯ୍ୟଘର ଯୋଜନା, ୩ ୟୁନିଟ ମୁଫ୍ତ ବିଜୁଳି ଯୋଜନା ର ସଂକଳ୍ପ l ଆଦି ବିଭିନ୍ନ ପ୍ରକାର ଗ୍ରାମ ଉନ୍ନୟନ ପାଇଁ ଓଡିଶା ସରକାର ସଂକଳ୍ପବଦ୍ଧ l ଆଜିର କାର୍ଯ୍ୟକ୍ରମ ରେ ସମାରୋହ ପରିଚାଳନା କରିଥିଲେ ପାନୀୟ ଓ ଜଳ ଯୋଗାଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର l ବିଡ଼ିଓ ଙ୍କ ପ୍ରଚେଷ୍ଟା ରେ ବ୍ଲକ ର ଦଶ ଟି ପଂଚାୟତ କୁ ବିଭିନ୍ନ ଉଲ୍ଲେଖନିୟ କାର୍ଯ୍ୟ ରେ ସଫଳତା ପାଇଥିବା ସରପଞ୍ଚ ଓ ପଂଚାୟତ ଅଧିକାରୀ ଙ୍କୁ ନଗଦ ରାଶି ସହ ମାନପତ୍ର ପ୍ରଦାନ କରାଗଲା l ଆଦର୍ଶ ପଂଚାୟତ ଭାବେ ସାଲେଭଟା, ବେଷ୍ଟ ଯୋଗାଣ ସହାୟକ ଭାବେ ଜୟକିଶୋର ପଟେଲ ଡୁଡୁକା ପଂଚାୟତ, ସ୍ୱଚ୍ଛ ପରିମଳ ପଟୁଆପାଲି, ମନରେଗା କାର୍ଯ୍ୟ ରେ ସଫଳତା ପାଇଁ ଏଡିଓ ଚିତ୍ତରଞ୍ଜନ ଭୋଇ ଡୁଡୁକା, ବେଷ୍ଟ ପିଇଓ ଅଳି ବାରିକ ବେନ୍ଦ୍ରା ପଂଚାୟତ, ବେଷ୍ଟ ଉଲ୍ଲେଖନୀୟ ସଫଳତା ପାଇଁ ଲୂହୂରାମୁଣ୍ଡା ପଂଚାୟତ, ନାରୀ ସଶକ୍ତିକରଣ ପାଇଁ ଝରଣିପାଲି ପଂଚାୟତ, ବେଷ୍ଟ ପମ୍ପ ଅପରେଟର ସୁରଥ ମେହେର କୁଟାସିଂହା ପଂଚାୟତ, ବେଷ୍ଟ ଏସିଏମ ଶ୍ରୀ ଶଙ୍କର ଭୋଇ ବାବୁଫାଷଡ଼, ଶିଶୁଉଦ୍ୟାନ ପାର୍କ ନିର୍ମାଣ ପାଇଁ ନାଅଗାଁ ଖ ସମ୍ମାନିତ କରାଗଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like