-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ବଲାଙ୍ଗିର, (ପ୍ରେରଣା ଖବର) : ମାର୍ବଲ ପଡି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ପେଲେସଲାଇନରେ ମାର୍ବଲ କାମ କରୁଥିବା ବେଳେ ମାର୍ବଲ ପଡି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁଇ ଆହତଙ୍କୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ।