-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ଢେଙ୍କାନାଳ, (ପ୍ରେରଣା ଖବର) :ଢେଙ୍କାନାଳ ସଦରରେଞ୍ଜ ଗହମଖୁଣ୍ଟି ଗ୍ରାମ ରେ ଦନ୍ତା ହାତୀ ଆକ୍ରମଣ ରେ ରମେଶ ସାହୁ ନାମକ ଚାଷୀ ଙ୍କ ମୃତ୍ୟୁ ହୋଇଛି ।ଗତକାଲି ରାତି ରେ ପରିବା ବାରି ରେ କୁଡ଼ିଆ ଭିତରେ ରହି ଜଗି ଥିବା ବେଳେ ହାତୀ ବୃଦ୍ଧା ଙ୍କୁ ଟେକିନେଇ କଚାଡି ମାରିଥିଲା।ଘଟଣା ସ୍ଥଳରେ ବନ ବିଭାଗ ଟିମ।ତୁରନ୍ତ ଗୋଟିକିଆ ହାତୀ କୁ ଅନ୍ୟତ୍ର ନେବା ପାଇଁ ଗ୍ରାମବାସୀ ଙ୍କ ଦାବି।