-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ବଲାଙ୍ଗିର, (ପ୍ରେରଣା ଖବର)- ସାଲେଭଟାରୁ ବିପୁଳ ପରିମାଣର ଟ୍ରକ୍ ବୋଝେଇ ଖଇର ଓ କୁଡଡୁ କାଠ ଜବତ । ଡିଏଫଓଙ୍କ ନେତ୍ରୁତ୍ବରେ ପିଛା କରି ସାଲେଭଟା ଠାରେ ଜବତ କଲା ବନବିଭାଗ । ଡ୍ରାଇଭର ସମେତ ୨ ଗିରଫ । ଦେଓଗାଁ ବ୍ଲକ ବନ୍ଧପଡା ଅଞ୍ଚଳରୁ ବେଆଇନ ଭାବେ ସମ୍ବଲପୁରକୁ ଚୋରାଚାଲାଣ କରାଯାଉଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ ଡିଏଫଓ । ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l