-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ପି. ଏମ. ଶ୍ରୀ. କେଦାର ନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆମ୍ଵାଭୋନା ବ୍ଲକ ସ୍ତରୀୟ ଦିବାରାତ୍ର ଆନ୍ତଃ ବିଦ୍ୟାଲୟ ଏକ ଦିବସୀୟ ଭଳିବଲ ପ୍ରତିଯୋଗୀତା ଅନୁଷ୍ଠିତ, ଦ୍ୱାରି ବିଜେତା

13-Apr-2025



ଅମ୍ବlଭୋନl (ପ୍ରକାଶ ଚନ୍ଦ୍ର ରଥ)ପି. ଏମ. ଶ୍ରୀ କେଦାର ନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବlଭୋନl  ରେ ବ୍ଲକ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗୀତା ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା  ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରଗଡ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଦୀପ୍ତ  କୁମାର ନାୟକ ମୂଖ୍ୟ ଅତିଥି ଭାବେ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିବର୍ଧନ୍ ଦୂଆନ ଓ ପଞ୍ଚ  ସଖା ଶିକ୍ଷା ସେତୁ କମିଟି ସଭାପତି ରୋହିତ ଭୁଏ, ଅମ୍ବlଭୋନl ବ୍ଲକ ଖେଳ ଓ କ୍ରୀଡ଼ା ସଂଗଠନ ସମ୍ପାଦକ ଜ୍ୟୋତିଷ ସାହୁ, ଅବସରପ୍ରାପ୍ତ ପୂର୍ବତନ ଖେଳ ଶିକ୍ଷକ ଦୁର୍ଯ୍ୟୋଧନ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ଦାସ, ତୁଲରlମ୍ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସଭା ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷକ ମନୋହର ସାହୁ। ସମସ୍ତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ, ପୂଜାର୍ଚ୍ଚନା ପରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରଥ। ଧ୍ୱଜlରୋହଣ କରିଥିଲେ ମୂଖ୍ୟ ଅତିଥି ନାୟକ ସାର। ଶପଥ ଗ୍ରହଣ କରାଇଥିଲେ ବିଦ୍ୟାଳୟର ଛାତ୍ର ଆକାଶ ନାୟକ l ଏହାପରେ ମୂଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଖେଳ ପ୍ରତିଯୋଗୀତା କୁ ଉଦଘାଟନ କରିଥିଲେ। ଆୟୋଜକ ବିଦ୍ୟାଳୟର ପୂର୍ବତନ ଛାତ୍ର ବୁଗବୁଗି ଗ୍ରାମର ତଥା ବର୍ତ୍ତମାନ ବିକାଶ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟରତ ଖେଳ ଶିକ୍ଷକ ସରୋଜ ସେଠ୍ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଧାରା ବିବରଣୀ ପ୍ରଦାନ କରିଥିଲେ ଶିକ୍ଷକ ସନ୍ତୋଷ ମାଝୀ ଓ ପୂର୍ବତନ ଛାତ୍ର ମନୋରଞ୍ଜନ ନାୟକ l ଏହାର ପ୍ରଥମ ମେଚ ଲଖନପୂର୍ ସବ ବ୍ଲକ ର କର୍ଲା ଉଚ୍ଚ ବିଦ୍ୟାଳୟ ଓ ଭୁକ୍ତା ସବ୍ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁକ୍ତା ଦଳ ବିଜୟୀ ହୋଇଥିଲେ l ପ୍ରଥମ ମେଚ ଖେଳ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସମୀର ବିଶାଳ ଓ ସାଧୁ ଭୋଇ। ଦ୍ଵିତୀୟ ମେଚ କଣ୍ଡପଲl ଓ ଅମ୍ବାଭୋନl ସବ୍ ବ୍ଲକ ମଧ୍ୟରେ ହୋଇଥିବା ବେଳେ ଅମ୍ବlଭୋନl ଦଳ ବିଜୟୀ ହୋଇ ଥିଲା ବେଳେ ଖେଳ ପରିଚାଳନା କରିଥିଲେ ବିକାଶ ପ୍ରଧାନ ଓ ଶାନ୍ତlନୁ ମିଶ୍ର। ତୃତୀୟ ମେଚ ଦ୍ଵାରି ଓ ଭୁକ୍ତା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଖେଳ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସରୋଜ ସେଠ । ଅନ୍ତିମ ମେଚ୍ ଦ୍ବାରି ଓ ଅମ୍ବlଭୋନl ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା।

ଖେଳ ପରିଚଳନl କରିଥିଲେ ବିକାଶ ପ୍ରଧାନ।ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ଦ୍ୱାରିକlଧିସ ଉଚ୍ଚ ବିଦ୍ୟାଳୟ ଦ୍ୱାରୀ ଓ ଉପବିଜେତl ହୋଇଥିଲେ ଅମ୍ବlଭୋନl ଦଳ। ସ୍କୋରର ଦାୟିତ୍ଵ ତୁଲାଇ ଥିଲେ ଫଣିନ୍ଦ୍ରନlଥ ସାହୁ ଓ ରଞ୍ଜିତ ସାହୁ। ଏହି ପ୍ରତିଯୋଗିତାର ମେନ୍ ଅଫ ଦି ସିରିଜ୍ ଅମ୍ବlଭୋନl ର ପ୍ରିନ୍ସ ଦଣ୍ଡସେନା ହୋଇଥିବା ବେଳେ ପ୍ଲେୟାର ଅଫ ଦି ଫାଇନାଲ ହୋଇଥିଲେ ଦ୍ୱାରିର ଦୀନେଶ ଭୋଇ। ଉଦଯାପନୀ ଉତ୍ସବ ରେ ଦ୍ଵାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁଲାର୍ ସିଂ ପଟେଲ ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ବିଶ୍ଵନାଥ ସାହୁ। ଏହି ପ୍ରତିଯୋଗିତାରେ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ଉପସ୍ଥିତ ଥିବା ବେଳ ସହଯୋଗ କରିଥିଲେ ଖେଳ ଶିକ୍ଷୟତ୍ରୀ କୌଶଲ୍ୟା ସାହୁ, ତେଜ ରାମ ସାହୁ  ଶିକ୍ଷକ ଶୁଭାଶିଷ ଜଗତ, ଝରଣା ଦାସ, ଶିଳା ଭୋଇ, ଅଚ୍ୟୁତ ନାୟକ, ମଧୁସୂଦନ ବାରିକ, ସ୍ବପ୍ନl। ସାହୁ, ଉପମା ପ୍ରଧାନ, ସରସ୍ୱତୀ ଭୋଇ, ଶୈରନ୍ଦ୍ରି ରଥ, ଜୟସ୍ମିତା ମହାନ୍ତି, ମନୋହର ସାହୁ, ତେଜରାମ ସାହୁ, ପିଙ୍କି ଭୋଇ, ଦୀନବନ୍ଧୁ ପଣ୍ଡା, ଶିବ ପ୍ରସାଦ ଦାଶ, ଜିତେନ୍ଦ୍ର ନାୟକ ନେପାଲ ସେଠ, ଆରତୀ ନାୟକ, ଟିକlରlମ ଡିଲା,ବୈକୁଣ୍ଠ ପଟେଲ, ଓ ରାଜେଶ ପଟେଲ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like