-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
11-Apr-2025
(ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା କ୍ରିକେଟ୍ ଏସୋସିଏସନ୍ ଓ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଇଣ୍ଟର ସ୍କୁଲ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଭିଜନ ୨୦୩୦ ର ଆଜି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ଉଦଯାପିତ ହୋଇଯାଇଛି l ଗତ ଅପ୍ରେଲ ୧ ତାରିଖ ଆରମ୍ଭ ହୋଇ ଥିବା ଏହି ଟର୍ଣ୍ଣl ମେଣ୍ଟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଜେତା (ଚମ୍ପିଅନ) ହୋଇଥିବା ବେଳେ ସୁକାନ୍ତି ଏକାଡେମି ଉପ ବିଜେତା ହୋଇ ଅତିଥି ଙ୍କ ଦ୍ବାରା ପୁରସ୍କୃତ ହୋଇ ଛନ୍ତି l ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସଂପାଦକ ପ୍ରଦୀପ ସେଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଯୋଗ ଦେଇ ବିଜେତା ଦଳ ଓ କୃତୀ ଖେଳାଳି ଙ୍କୁ ପୁରସ୍କୃତ କରି ଥିଲେ l ନବ ପ୍ରକାଶ ମିଶ୍ର, ବାବୁଲୁ ମହାନନ୍ଦ ପ୍ରମୁଖ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l