-+91-9937148622 |

prerana_bgr@rediffmail.com |

  Sunday 3rd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||      ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||      *ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   (03-May-2026)       ||      *ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   (03-May-2026)       ||      ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||     

HOME   ଜିଲ୍ଲା

କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର

11-Apr-2025



ଟିକାବାଲି(ରାଜକିଶୋର ପ୍ରଧାନ): ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଲାଇନପଡା ସରଂକ୍ଷିତ ଜଙ୍ଗଲ ର ମାଲାଙ୍ଗସାହି ବୃକ୍ଷରୋପିତ ଜଙ୍ଗଲରୁ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଛି | ସୂଚନା ଅନୁସାରେ ଟିକାବାଲି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକଙ୍କ ସମେତ ଫୋରେଷ୍ଟର କମଳକାନ୍ତ ପ୍ରଧାନ ଓ ବନ ରଖି ଅରୁଣ ପାତ୍ର ଓ ପାରା ଷ୍ଟାପ ପେଟ୍ରୋଲିଙ୍ଗ ଯାଇଅଥିବା ବେଳେ ମାଲାଙ୍ଗସୁଗା ସରଂକ୍ଷିତ ଜଙ୍ଗଲ ଭିତରେ ଟ୍ରାକ୍ଟର ଶବ୍ଦ ଶୁଣି ଭିତର କୁ ପଶିଥିଲା ବନବିଭାଗ | ଟ୍ରାକ୍ଟର ଗାଡି ଚାଳକ ବନ ବିଭାଗ କର୍ମଚାରୀ ଙ୍କୁ ଦେଖି ଚମ୍ପଟ ମାରିଥିଲେ | ଘଟଣା ସ୍ଥଳରୁ ଶାଳ କାଠ  ବୋଝେଇ ଟ୍ରାକ୍ଟର କୁ ଧରିବାରେ ସଫଳ ହୋଇଥିବା ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ |ଜବତ ଟ୍ରାକ୍ଟର ର ମୁଣ୍ଡ ନଂ( ଓଡି ୧୨୧୧୮୦)ହୋଇଥିବା ବେଳେ ତାର ଟ୍ରଲି (ଓ ଡି୧୨୧୧୮୧) ଏପର୍ଯ୍ୟନ୍ତ ଟ୍ରାକ୍ଟର ର ମାଲିକ ଙ୍କ ନାମ ଜଣା ପଡ଼ିନାହିଁ ନଥିବା ଏବଂ ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ |ଏ ନେଇ ଟିକାବାଲି ଟିକାବାଲି ବନାଞ୍ଚଳ କାର୍ଯ୍ୟାଳୟ ରେ କେଶ ନମ୍ବର (୧/୨୦୨୫-୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   03-May-2026
  ଜିଲ୍ଲା  
ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   03-May-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   03-May-2026
  ଜିଲ୍ଲା  
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   03-May-2026
  ରାଜ୍ୟ  
ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   03-May-2026
  ଜିଲ୍ଲା  
*ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   03-May-2026
  ଜିଲ୍ଲା  
*ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   03-May-2026
  ରାଜ୍ୟ  
ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   03-May-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   03-May-2026
  ଜିଲ୍ଲା  
ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   03-May-2026
  ଜିଲ୍ଲା  
କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା   03-May-2026
  ଜିଲ୍ଲା  
ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   03-May-2026

You Might Also Like