-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
(ମିହିର ଶଙ୍କର ପାତ୍ର)
ପାପଡ଼ା ହାଣ୍ଡି ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୂମିକ ଙ୍କ ଅଧ୍ୟକ୍ଷତାରେ ଏ ବି ଇ ଓ ପୂର୍ଣ୍ଣଚନ୍ଦ୍ର ପୂଜାରୀ ସହଯୋଗରେ ୟୁଡାଇସ ସେକସନ ସନ୍ତୋଷ ପାଳ ତରଫରୁ ବି .ଇ .ଓ .ଅଫିସ ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୮୩ ଇଣ୍ଡିକେଟର ବାବଦରେ ଆଲୋଚ଼ନା,, ସ୍କୁଲ ପ୍ରଫାଇଲ, ଷ୍ଟୁଡେଙ୍ଗ ପ୍ରଫାଇଲ, ଟିଚର ପ୍ରୋଫାଇଲ ର ଚର୍ଚ୍ଚା ହୋଇଥିଲା।ସି.ଆର.ସି.ସି. ଭେଙ୍କଟ ରାଜୁ ,ଦଗଦିଶ ସାସମଲ, ବାବୁଲାଲ ସାଗର,ଧରଣୀ ଧର କମର୍ଲା, ବିପିନ ହିଆଲ ପ୍ରମୁଖ ୟୁ ଭାଇସ୍ ଟ୍ରେନିଂରେ ଅଂଶ ଗ୍ରହଣ କରି ବିଦ୍ୟାଳୟ ର ବାସ୍ତବ ଉନ୍ନତି ରେ ପ୍ରୋଫାଇଲ ଅପଟୁଡେଟ ପାଇଁ କାର୍ଯ୍ୟ ପାଇଁ ମତ ଦେଇଥିଲେ। ଆସନ୍ତା ଦିନରେ କ୍ଲଷ୍ଟର ସ୍ତର ରେ ସି.ଆର.ସି.ସି. ତରଫରୁ ପ୍ରଧାନ ଶିକ୍ଷକ ଉପସ୍ଥିତ ହୋଇ ୟୁଡାଇସ୍ ତଥ୍ୟ କୁ ଅପଟୁଡେଟ ପାଇଁ କ୍ୟାମ୍ପ ମାଧ୍ୟମରେ କାର୍ଯ୍ୟକରିବାକୁ ସୂଚ଼ନା ପ୍ରଦାନ ହୋଇଥିଲା।ପାପଡା ହାଣ୍ଡି ସି.ଆର ସି.ସି. ମନୋଜ ମାଝୀ ସମସ୍ତକୁ ସ୍ୱାଗତର ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।