-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
ଅମ୍ବାଭୋନା(ପ୍ରକାଶ ଚନ୍ଦ୍ର ରଥ )ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦ୍ଵାରୀ ଗ୍ରାମପଞ୍ଚାୟତ ରେ ନୂତନ ସଭାପତି ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ବିଜୁ ଜନତା ଦଳର କର୍ମୀ ମାନଙ୍କ ଉପସ୍ଥିତି ରେ ଦ୍ଵାରୀ ଗ୍ରାମର ରଘୁନାଥ ମହାନ୍ତି ଙ୍କୁ ଦ୍ଵାରୀ ଗ୍ରାମପଞ୍ଚାୟତ ର ନୂତନ ସଭାପତି ରୂପେ ଚୟନ କରାଯାଇଛି। ଏହି ଅବସରରେ ଦ୍ଵାରୀ ପଞ୍ଚାୟତ ର ଜ୍ଞାନରଞ୍ଜନ ଭୋଇ,ମଣ୍ଟୁ ବଢ଼େଇ, ନିମାଇଁ ଙ୍କ ସମେତ ଅନେକ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।